ପୁଣି ବାଲେଶ୍ୱରରେ ବାଣ ବିସ୍ଫୋରଣ, ୭ ଆହତ

<p>ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ପୁଣି ବାଣ ବିସ୍ଫୋରଣ ହୋଇଛି। ଜିଲ୍ଲାର କୁରାଢ଼ିଆ ପଞ୍ଚାୟତ ସାନଦାହାଡ଼ି ଗାଁରେ ବାଣ ବିସ୍ଫୋରଣ ଘଟି ୭ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କ ମଧ୍ୟରେ କିଛି ଛୋଟ ପିଲା ଥିବା ଜଣାପଡ଼ିଛି।</p> <p>ଦୀପାବଳି ପୂର୍ବଦିନ ବାଲେଶ୍ୱରର ବାହାବଳପୁରରେ ଏକ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା।</p>

Ordigital Desk
  • Published: Sunday, 22 October 2017
  • Updated: 22 October 2017, 10:26 AM IST
<p>ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ପୁଣି ବାଣ ବିସ୍ଫୋରଣ ହୋଇଛି। ଜିଲ୍ଲାର କୁରାଢ଼ିଆ ପଞ୍ଚାୟତ ସାନଦାହାଡ଼ି ଗାଁରେ ବାଣ ବିସ୍ଫୋରଣ ଘଟି ୭ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କ ମଧ୍ୟରେ କିଛି ଛୋଟ ପିଲା ଥିବା ଜଣାପଡ଼ିଛି।</p><p>ଦୀପାବଳି ପୂର୍ବଦିନ ବାଲେଶ୍ୱରର ବାହାବଳପୁରରେ ଏକ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos