ଆସନ୍ତାକାଲିଠାରୁ ଅଗ୍ନିଶମ କର୍ମଚାରୀ ଆନ୍ଦୋଳନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାରି ଦଫା ଦାବି ନେଇ ଆସନ୍ତାକାଲିଠାରୁ ଆନ୍ଦୋଳନ କରିବେ ଅଗ୍ନିଶମ କର୍ମଚାରୀ। ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ। ଏହି ଆନ୍ଦୋଳନରେ ରାଜ୍ୟର ୩୪୧ଟି ଅଗ୍ନିଶମ କେନ୍ଦ୍ରର ୫ ହଜାରରୁ ଅଧିକ କର୍ମଚାରୀ ସାମିଲ ହେବେ। ଗତ ସେପ୍ଟେମ୍ବର ୨୭ତାରିଖରେ ସମାନ ଦରମା ଓ ଭତ୍ତା ପ୍ରଦାନ କରିବା ପାଇଁ ସରକାରଙ୍କ ସହିତ ଆଲୋଚନା କରିଥିଲେ ଅଗ୍ନିଶମ କର୍ମଚାରୀ। ଏନେଇ ସରକାର ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ତେବେ ଏହାକୁ କାର୍ଯ୍ୟକାରୀ କରାଯାଇ ନାହିଁ। […]

66777,,,

66777,,,

Tapaswini Nayak
  • Published: Thursday, 07 March 2019
  • Updated: 07 March 2019, 08:53 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାରି ଦଫା ଦାବି ନେଇ ଆସନ୍ତାକାଲିଠାରୁ ଆନ୍ଦୋଳନ କରିବେ ଅଗ୍ନିଶମ କର୍ମଚାରୀ। ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ। ଏହି ଆନ୍ଦୋଳନରେ ରାଜ୍ୟର ୩୪୧ଟି ଅଗ୍ନିଶମ କେନ୍ଦ୍ରର ୫ ହଜାରରୁ ଅଧିକ କର୍ମଚାରୀ ସାମିଲ ହେବେ।

ଗତ ସେପ୍ଟେମ୍ବର ୨୭ତାରିଖରେ ସମାନ ଦରମା ଓ ଭତ୍ତା ପ୍ରଦାନ କରିବା ପାଇଁ ସରକାରଙ୍କ ସହିତ ଆଲୋଚନା କରିଥିଲେ ଅଗ୍ନିଶମ କର୍ମଚାରୀ। ଏନେଇ ସରକାର ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ତେବେ ଏହାକୁ କାର୍ଯ୍ୟକାରୀ କରାଯାଇ ନାହିଁ। ଦୀର୍ଘ ୫ ମାସ ହେଲା ଏହା କାର୍ଯ୍ୟକାରୀ ହୋଇ ନଥିବା ଯୋଗୁ ଆସନ୍ତାକାଲିଠାରୁ ଆନ୍ଦୋଳନକୁ ଓହ୍ଲାଇବେ ଅଗ୍ନିଶମ କର୍ମଚାରୀ। ପୁଲିସ୍ ମାନଙ୍କ ଭଳି ସେମାନଙ୍କୁ ସମାନ କାମ ପାଇଁ ସମାନ ଦରମା ଓ ଭତ୍ତା ପ୍ରଦାନ ସହିତ ଠିକା ନିଯୁକ୍ତି ବନ୍ଦ କରିବାକୁ ସଂଘ ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos