ଆର୍ଯ୍ୟ ପ୍ୟାଲେସ୍‌ରେ ଅଗ୍ନିକାଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ ହୋଟେଲ୍ ଆର୍ଯ୍ୟ ପ୍ୟାଲେସ୍‌ରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ହୋଟେଲ୍‌ର କିଚେନ୍‌ରୁ ନିଆଁ ଲାଗିଥିବା ସୂଚନା ମିଳିଛି।  ଖବର ପାଇ ଅଗ୍ନିଶମ ବାହିନୀ ହୋଟେଲ୍‌ରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏଥିରେ କୌଣସି ବ୍ୟକ୍ତି ଆହତ ହୋଇ ନଥିବା ସୂଚନା ମିଳିଛି।

fair

Jyoshna Pradhan
  • Published: Saturday, 25 January 2020
  • , Updated: 25 January 2020, 08:12 AM IST

Related story