ହୁତ୍ ହୁତ୍ ହୋଇ ଜଳିଲା କାର୍‌

ନବରଙ୍ଗପୁର(ନବଘନ ବିଶୋୟୀ) :  ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ ବେଳେ ହିଂସା ଦେଖିବାକୁ ମିଳିଛି।  କଂଗ୍ରେସ ନେତା ଓ କର୍ମୀ ଗୋଟିଏ କାର୍‌ ଜାଳିଦେଇଥିବା ଅଭିଯୋଗ ହୋଇଛି। ରାସ୍ତା କଡ଼ରେ କାର୍‌ଟି ଥୁଆ ହୋଇଥିବା ବେଳେ କାର୍‌ରେ ନିଆଁ ଲଗାଇ ଦେଇଥିଲେ ଉତ୍ତ୍ୟକ୍ତ ଲୋକେ । ଏହାପରେ କାରଟି ହୁତ୍ ହୁତ୍ ହୋଇ ଜଳିଥିଲା। ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଗତ ୧୪ ତାରିଖରେ କୋଷାଗୁମୁଡ଼ା ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ଓ […]

car-1-1

car-1-1

Niharika Rout
  • Published: Thursday, 26 December 2019
  • Updated: 26 December 2019, 02:14 PM IST

Sports

Latest News

ନବରଙ୍ଗପୁର(ନବଘନ ବିଶୋୟୀ) ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ ବେଳେ ହିଂସା ଦେଖିବାକୁ ମିଳିଛି।  କଂଗ୍ରେସ ନେତା ଓ କର୍ମୀ ଗୋଟିଏ କାର୍‌ ଜାଳିଦେଇଥିବା ଅଭିଯୋଗ ହୋଇଛି। ରାସ୍ତା କଡ଼ରେ କାର୍‌ଟି ଥୁଆ ହୋଇଥିବା ବେଳେ କାର୍‌ରେ ନିଆଁ ଲଗାଇ ଦେଇଥିଲେ ଉତ୍ତ୍ୟକ୍ତ ଲୋକେ । ଏହାପରେ କାରଟି ହୁତ୍ ହୁତ୍ ହୋଇ ଜଳିଥିଲା।

ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଗତ ୧୪ ତାରିଖରେ କୋଷାଗୁମୁଡ଼ା ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ସମ୍ପୃକ୍ତ ଦୋଷୀଙ୍କୁ ଗିରଫ ଦାବି ଏବଂ ପୁଲିସ ନିଷ୍କ୍ରିୟତା ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି। ପୂର୍ବତନ ସାଂସଦ ତଥା ପିସିସିର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ପିକେଟିଂ କରାଯାଉଛି। କୁନ୍ଦୁଲି ଘଟଣା ଭଳି ଏହି ଘଟଣାକୁ ମଧ୍ୟ ରାଜ୍ୟ ସରକାର ଲୁଚାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ ।

ପୁଲିସ୍‌ ଜାଣିଶୁଣି ନୀରବତା ଅବଲମ୍ବନ କରି ତଦନ୍ତ ଆଳରେ ୧୦୦ରୁ ଅଧିକ ଯୁବକଙ୍କୁ ଥାନାରେ ଅଟକ ରଖି ପୁଣି ଛାଡ଼ିଦେଇଥିବା କଂଗ୍ରେସ ଅଭିଯୋଗ କରିଛି। ତେବେ ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story