ବିଲରୁ ଧାନ କାଟି ଗଦା କରିଥିଲେ, ଲାଗିଗଲା ନିଆଁ

ସୋନପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଶୁଖା ଗାଁରେ ନିଆଁ ଲାଗି ବହୁ ଧାନ ପୋଡ଼ି ପାଉଁଶ ହୋଇଯାଇଛି। ପ୍ରାୟ ୭ ଏକର ଜମିରୁ ଅମଳ ହୋଇଥିବା ଧାନ ପୋଡ଼ି ପାଉଁଶ ହୋଇଯାଇଛି । ମନବୋଧ ନାଏକ ବିଲରୁ ଧାନ କାଟି ଗଦା ଦେଇଥିଲେ । ହେଲେ ଆଜି ସକାଳେ ଏହି ଧାନ ଗଦାରେ ନିଆଁ ଲାଗି ଯାଇଥିଲା । ଖବର ପାଇ ଡୁଙ୍ଗୁରିପାଲି ଦମକଳ କେନ୍ଦ୍ର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ […]

fire

fire

Niharika Rout
  • Published: Thursday, 12 December 2019
  • Updated: 12 December 2019, 02:40 PM IST

Sports

Latest News

ସୋନପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଶୁଖା ଗାଁରେ ନିଆଁ ଲାଗି ବହୁ ଧାନ ପୋଡ଼ି ପାଉଁଶ ହୋଇଯାଇଛି। ପ୍ରାୟ ୭ ଏକର ଜମିରୁ ଅମଳ ହୋଇଥିବା ଧାନ ପୋଡ଼ି ପାଉଁଶ ହୋଇଯାଇଛି । ମନବୋଧ ନାଏକ ବିଲରୁ ଧାନ କାଟି ଗଦା ଦେଇଥିଲେ । ହେଲେ ଆଜି ସକାଳେ ଏହି ଧାନ ଗଦାରେ ନିଆଁ ଲାଗି ଯାଇଥିଲା ।

ଖବର ପାଇ ଡୁଙ୍ଗୁରିପାଲି ଦମକଳ କେନ୍ଦ୍ର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ଧାନ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇ ସାରିଥିଲା। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos