ରାଜଧାନୀରେ ଜଳିଗଲା ଇଲେକ୍ଟ୍ରି ସ୍କୁଟର ଶୋ’ ରୁମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଥରେ ଇଲେକ୍ଟ୍ରି ସ୍କୁଟରର ନିରାପତ୍ତାକୁ ନେଇ ଉଠିଛି ପ୍ରଶ୍ନ । କିଛି ଦିନ ପୂର୍ବେ ହାଇଦ୍ରାବାଦରେ ଏକ ଇଲ୍ରେିକ୍ ସ୍କୁଟର ଶୋ’ ରୁମ୍‌ରେ ନିଆଁ ଲାଗି ପ୍ରାୟ ୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଗତରାତିରେ  ସମାନ ଘଟଣାର ପୁନରାବୃତ୍ତି ରାଜଧାନୀ ଭୁବନେଶ୍ୱରରେ ଘଟିଛି। ଭୁବନେଶ୍ୱରର ବମିଖାଲରେ  ପିଓର କେକେ ଟ୍ରାଡିଂ ନାମକ ଏକ ଇଲ୍ରେିକ୍ ସ୍କୁଟର ଶୋ’ରୁମ ରହିଛି। ଗତ ରାତିରେ ଏହି ଶୋ’ ରୁମ୍‌ରେ ନିଆଁ ଲାଗି ତାହା ସର୍ଭିଂସ ସେଣ୍ଟରକୁ […]

vehicle

vehicle

Niharika Rout
  • Published: Tuesday, 27 September 2022
  • Updated: 27 September 2022, 03:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଥରେ ଇଲେକ୍ଟ୍ରି ସ୍କୁଟରର ନିରାପତ୍ତାକୁ ନେଇ ଉଠିଛି ପ୍ରଶ୍ନ । କିଛି ଦିନ ପୂର୍ବେ ହାଇଦ୍ରାବାଦରେ ଏକ ଇଲ୍ରେିକ୍ ସ୍କୁଟର ଶୋ’ ରୁମ୍‌ରେ ନିଆଁ ଲାଗି ପ୍ରାୟ ୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଗତରାତିରେ  ସମାନ ଘଟଣାର ପୁନରାବୃତ୍ତି ରାଜଧାନୀ ଭୁବନେଶ୍ୱରରେ ଘଟିଛି।

ଭୁବନେଶ୍ୱରର ବମିଖାଲରେ  ପିଓର କେକେ ଟ୍ରାଡିଂ ନାମକ ଏକ ଇଲ୍ରେିକ୍ ସ୍କୁଟର ଶୋ’ରୁମ ରହିଛି। ଗତ ରାତିରେ ଏହି ଶୋ’ ରୁମ୍‌ରେ ନିଆଁ ଲାଗି ତାହା ସର୍ଭିଂସ ସେଣ୍ଟରକୁ ବ୍ୟାପି ଯାଇଥିଲା।  ଏକ ଖରାପ ବ୍ୟାଟେରିରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି  ।

[caption id="attachment_769401" align="aligncenter" width="650"]pic ଶୋ’ ରୁମ୍‌ ସମ୍ମୁଖରେ ଲୋକଙ୍କ ଭିଡ଼ ।[/caption]

ଏହି ଅଗ୍ନିକାଣ୍ଡରେ ବହୁ ଗାଡ଼ି ପୋଡ଼ି ଯାଇଥିବା ବେଳେ କୌଣସି ଜୀବନହାନୀ ହୋଇ ନ ଥିବା ଜଣାଯାଇଛି। ସୂଚନା ପାଇଁ ଅଗ୍ନିକାଣ୍ଡ ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଶୋ’ ରୁମ୍‌ର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯିବ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story