ଜଳିଗଲା ତେଲ ଗୋଦାମ

କଟକ( ଓଡ଼ିଶା ରିପୋର୍ଟର): କଟକ ମାଲଗୋଦାମରେ ଅଗ୍ନିକାଣ୍ଡ । ଜଳିଗଲା ତେଲ ଗୋଦାମ ।କଟକ ମାଲଗୋଦାମ ଭିତରେ ଥିବା ଏକ ତେଲ ହୋଲସେଲିଂ ଗୋଦାମରେ ଗତକାଲି ସନ୍ଧ୍ୟାରେ ନିଆଁ ଲାଗି ଯାଇଥିଲା। ନିଆଁରେ ପୋଡ଼ି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ତେବେ ନିଆଁ ବ୍ୟାପିବା ପୂର୍ବରୁ ଠିକ୍ ସମୟରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା  । ଫଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡକୁ ରୋକାଯାଇ ପାରିଛି । ଆଉ ଏଥିଯୋଗୁ ଅନ୍ୟ […]

fire-1..

Niharika Rout
  • Published: Friday, 16 August 2019
  • , Updated: 16 August 2019, 09:03 AM IST

କଟକ( ଓଡ଼ିଶା ରିପୋର୍ଟର): କଟକ ମାଲଗୋଦାମରେ ଅଗ୍ନିକାଣ୍ଡ । ଜଳିଗଲା ତେଲ ଗୋଦାମ ।କଟକ ମାଲଗୋଦାମ ଭିତରେ ଥିବା ଏକ ତେଲ ହୋଲସେଲିଂ ଗୋଦାମରେ ଗତକାଲି ସନ୍ଧ୍ୟାରେ ନିଆଁ ଲାଗି ଯାଇଥିଲା।

ନିଆଁରେ ପୋଡ଼ି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ତେବେ ନିଆଁ ବ୍ୟାପିବା ପୂର୍ବରୁ ଠିକ୍ ସମୟରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା  । ଫଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡକୁ ରୋକାଯାଇ ପାରିଛି । ଆଉ ଏଥିଯୋଗୁ ଅନ୍ୟ ଦୋକାନକୁ ନିଆଁ ବ୍ୟାପି ନାହିଁ।  ସେପଟେ ତେଲ ଗୋଦାମରେ ନିଆଁ କେମିତି ଲାଗିଲା, ତାର କାରଣ ସ୍ପଷ୍ଟ ହୋଇନି।

Related story