ଚାହୁଁ ଚାହୁଁ ଜଳିଗଲା ଫଳ ମାର୍କେଟ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର):ବଲାଙ୍ଗିରର ଫଳ ବଜାରରେ ଗତକାଲି ରାତିରେ ହଠାତ୍ ନିଆଁ ଲାଗି ଯାଇଥିଲା। ଆଖି ପିଛୁଳାକେ ନିଆଁ ବ୍ୟାପୀ   ୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ବେଶ୍‌ କିଛି ଘଣ୍ଟାର ପରିଶ୍ରମ ପରେ  ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଥିଲେ। ନିଆଁର ପ୍ରଭାବ ଏତେ ଅଧିକା ଥିଲା ଯେ,  କିଛି […]

fire

fire

Niharika Rout
  • Published: Friday, 18 December 2020
  • Updated: 18 December 2020, 10:15 AM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର):ବଲାଙ୍ଗିରର ଫଳ ବଜାରରେ ଗତକାଲି ରାତିରେ ହଠାତ୍ ନିଆଁ ଲାଗି ଯାଇଥିଲା। ଆଖି ପିଛୁଳାକେ ନିଆଁ ବ୍ୟାପୀ   ୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ବେଶ୍‌ କିଛି ଘଣ୍ଟାର ପରିଶ୍ରମ ପରେ  ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଥିଲେ।

ନିଆଁର ପ୍ରଭାବ ଏତେ ଅଧିକା ଥିଲା ଯେ,  କିଛି ସମୟ ମଧ୍ୟରେ ନିଆଁ ପୂରା ବଜାରକୁ ମାଡ଼ି ଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story