ଢେଙ୍କାନାଳ ଡାକ୍ତରଖାନରେ ଅଗ୍ନିକାଣ୍ଡ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପଞ୍ଚମ ମହଲାରେ ଥିବା କ୍ୟାଣ୍ଟିନ୍‌ରେ ଆଜି ନିଆଁ ଲାଗିଯାଇଛି। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ କେମିତି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନି। ଅଗ୍ନିଶମ ଅଧିକାରୀଙ୍କ କହିବା ଅନୁଯାୟୀ, ଡାକ୍ତରଖାନର କ୍ୟାଣ୍ଟିନ୍‌ରେ କୋଇଲା ଆଞ୍ଚରେ ରୋଷେଇ କରାଯାଉଥିଲା। ଆଉ ଏହି ଷ୍ଟାଫ୍ କ୍ୟାଣ୍ଟିନ୍ ପାଇଁ ଅଗ୍ନିଶମ ବିଭାଗର ଅନୁମତି ନିଆଯାଇ ନାହିଁ। ସେହିପରି ଡାକ୍ତରଖାନାର କ୍ୟାଣ୍ଟିନ୍‌ରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ମଧ୍ୟ […]

hospital,,,,

hospital,,,,

Tapaswini Nayak
  • Published: Saturday, 29 September 2018
  • Updated: 29 September 2018, 05:40 PM IST

Sports

Latest News

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପଞ୍ଚମ ମହଲାରେ ଥିବା କ୍ୟାଣ୍ଟିନ୍‌ରେ ଆଜି ନିଆଁ ଲାଗିଯାଇଛି। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ତେବେ କେମିତି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନି।

ଅଗ୍ନିଶମ ଅଧିକାରୀଙ୍କ କହିବା ଅନୁଯାୟୀ, ଡାକ୍ତରଖାନର କ୍ୟାଣ୍ଟିନ୍‌ରେ କୋଇଲା ଆଞ୍ଚରେ ରୋଷେଇ କରାଯାଉଥିଲା। ଆଉ ଏହି ଷ୍ଟାଫ୍ କ୍ୟାଣ୍ଟିନ୍ ପାଇଁ ଅଗ୍ନିଶମ ବିଭାଗର ଅନୁମତି ନିଆଯାଇ ନାହିଁ।

ସେହିପରି ଡାକ୍ତରଖାନାର କ୍ୟାଣ୍ଟିନ୍‌ରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ମଧ୍ୟ ନାହିଁ।

ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି, ଅଗ୍ନିନିର୍ବାପକ ବ୍ୟବସ୍ଥା କରାଯାଉଛି।

https://youtu.be/Q-KTcWPnesQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story