ପାଉଁଶ କରିଦେଲା ନିଆଁ

ଗୁଣପୁର(ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ରାମନଗୁଡ଼ା ତହସିଲ ଭାମିନି ଗାଁରେ ଅଗ୍ନିକାଣ୍ଡ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ଅଣ୍ଡିକାଣ୍ଡ ଘଟି ଗୋଟିଏ ପରିବାରର ୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ସେହିପରି ଆଜି ସକାଳେ କୁଜେନ୍ଦ୍ରି ଗାଁରେ ମଧ୍ୟ ୮ ଏକର ଜମିର ଧାନ ଗଦାରେ ନିଆଁ ଲାଗି ପୋଡ଼ି ଯାଇଛି। ତେବେ ନିଆଁ କେମିତି ଲାଗିଲା ଜଣାପଡ଼ି ନାହିଁ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

fire

Rakesh Mallick
  • Published: Friday, 29 December 2017
  • , Updated: 29 December 2017, 11:20 AM IST

ଗୁଣପୁର(ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ରାମନଗୁଡ଼ା ତହସିଲ ଭାମିନି ଗାଁରେ ଅଗ୍ନିକାଣ୍ଡ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ଅଣ୍ଡିକାଣ୍ଡ ଘଟି ଗୋଟିଏ ପରିବାରର ୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ସେହିପରି ଆଜି ସକାଳେ କୁଜେନ୍ଦ୍ରି ଗାଁରେ ମଧ୍ୟ ୮ ଏକର ଜମିର ଧାନ ଗଦାରେ ନିଆଁ ଲାଗି ପୋଡ଼ି ଯାଇଛି। ତେବେ ନିଆଁ କେମିତି ଲାଗିଲା ଜଣାପଡ଼ି ନାହିଁ।

ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Related story