ବଜାରରେ ଅଗ୍ନିକାଣ୍ଡ; ୧୦ ଦୋକାନ ପାଉଁଶ

ଭଦ୍ରକ (ପାର୍ଥ ସାରଥୀ ନାୟକ): ଲାଗି ଗଲା ନିଆଁ। ଜଳିଗଲା ଦୋକାନ। ଗୋଟିଏ କି ଦୁଇଟି ନୁହେଁ, ନିଆଁରେ ଜଳିପୋଡ଼ି ପାଉଁଶ ହୋଇଗଲା ୧୦ରୁ ଅଧିକ ଦୋକାନ ଘର। କାହାର ପରିବାର ଦୋକାନ ଥିଲା ତ କାହାର ଷ୍ଟେସନାରୀ ଓ ଜୋତା ଦୋକାନ। ପୁଣି କାହାର ହୋଟେଲ ଥିଲା ତ ଆଉ କାହାର ଶାଢ଼ି ଦୋକାନ। କିନ୍ତୁ ସବୁ ପୋଡ଼ି ଛାରଖାର ହୋଇଯାଇଛି। ଗତକାଲି ରାତିରେ ଏଭଳି ଏକ ଘଟଣା ଘଟିଯାଇଛି ଭଦ୍ରକ ଜିଲ୍ଲା ତିହିଡ଼ି ବଜାରରେ। […]

fir

fir

Jitendra Garnayak
  • Published: Friday, 08 January 2021
  • Updated: 08 January 2021, 10:10 AM IST

Sports

Latest News

ଭଦ୍ରକ (ପାର୍ଥ ସାରଥୀ ନାୟକ): ଲାଗି ଗଲା ନିଆଁ। ଜଳିଗଲା ଦୋକାନ। ଗୋଟିଏ କି ଦୁଇଟି ନୁହେଁ, ନିଆଁରେ ଜଳିପୋଡ଼ି ପାଉଁଶ ହୋଇଗଲା ୧୦ରୁ ଅଧିକ ଦୋକାନ ଘର। କାହାର ପରିବାର ଦୋକାନ ଥିଲା ତ କାହାର ଷ୍ଟେସନାରୀ ଓ ଜୋତା ଦୋକାନ। ପୁଣି କାହାର ହୋଟେଲ ଥିଲା ତ ଆଉ କାହାର ଶାଢ଼ି ଦୋକାନ। କିନ୍ତୁ ସବୁ ପୋଡ଼ି ଛାରଖାର ହୋଇଯାଇଛି। ଗତକାଲି ରାତିରେ ଏଭଳି ଏକ ଘଟଣା ଘଟିଯାଇଛି ଭଦ୍ରକ ଜିଲ୍ଲା ତିହିଡ଼ି ବଜାରରେ।

ଦୋକାନ ବଜାର ବନ୍ଦ ହେବା ପରେ ରାତି ୧୧ଟା ପରେ ହଠାତ୍ ଲାଗିଥିଲା ନିଆଁ। ଦୋକାନ ଗୁଡ଼ିକରେ ନିଆଁ ଲାଗିଥିବା ଦେଖିଥିଲେ ସ୍ଥାନୀୟ ଲୋକେ। ସେମାନେ ଅଗ୍ନିଶମ ବାହିନୀକୁ ଦେଇଥିଲେ ଖବର। ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ଆସି ଅକ୍ଳାନ୍ତ ପରିଶ୍ରମ କରି ଲିଭାଇଥିଲେ ନିଆଁ। କିନ୍ତୁ ସେତେବେଳେକୁ ସବୁ ଶେଷ ହୋଇଯାଇଥିଲା। ଦୋକାନଗୁଡ଼ିକର ସବୁ ଜିନିଷପତ୍ର ପାଉଁଶ ହୋଇଯାଇଥିଲା। ଅନ୍ୟପକ୍ଷରେ ନିଆଁ କେମିତି ଲାଗିଲା, ତାହା ସ୍ପଷ୍ଟ ହୋଇପାରିନି।
https://youtu.be/8rc73E7fWvw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story