ଶ୍ୟାମ ମେଟାଲିକ୍ସ କାରାଖାନାରେ ଅଗ୍ନିକାଣ୍ଡ

ସମ୍ବଲପୁର: ସମ୍ବଲପୁରର ରେଙ୍ଗାଲିସ୍ଥିତ ଶ୍ୟାମ ମେଟାଲିକ୍ସ କାରାଖାନାରେ ଅଗ୍ନିକାଣ୍ଡ ଘଟିଛି।  କାରଖାନାର SMS – 1 ଓ କୁଲିଙ୍ଗ ପାୱାରରେ ବିସ୍ଫୋରଣ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଛି। କାରଖାନା ଭିତରେ କାର୍ଯ୍ୟରତ ଶ୍ରମିକମାନେ ଆହତ ହୋଇଛନ୍ତି କି ନାହିଁ ସେ ନେଇ ସ୍ପଷ୍ଟ ଜଣାପଡ଼ିନାହିଁ।  ବିସ୍ଫୋରଣର  ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ଜଣାପଡ଼ିନାହିଁ।  ନିଆଁ ଲାଗି କାରଖାନାର ଅନେକ ଯନ୍ତ୍ରାଂଶ ପୋଡ଼ିଯାଇଛି। ରେଙ୍ଗାଲି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।  ଅଗ୍ନିକାଣ୍ଡ ସମ୍ପର୍କରେ କୌଣସି ସୂଚନା ଦେବାକୁ […]

nn

Rakesh Mallick
  • Published: Monday, 04 December 2017
  • , Updated: 04 December 2017, 10:16 AM IST

ସମ୍ବଲପୁର: ସମ୍ବଲପୁରର ରେଙ୍ଗାଲିସ୍ଥିତ ଶ୍ୟାମ ମେଟାଲିକ୍ସ କାରାଖାନାରେ ଅଗ୍ନିକାଣ୍ଡ ଘଟିଛି।  କାରଖାନାର SMS - 1 ଓ କୁଲିଙ୍ଗ ପାୱାରରେ ବିସ୍ଫୋରଣ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଛି। କାରଖାନା ଭିତରେ କାର୍ଯ୍ୟରତ ଶ୍ରମିକମାନେ ଆହତ ହୋଇଛନ୍ତି କି ନାହିଁ ସେ ନେଇ ସ୍ପଷ୍ଟ ଜଣାପଡ଼ିନାହିଁ।  ବିସ୍ଫୋରଣର  ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ଜଣାପଡ଼ିନାହିଁ।  ନିଆଁ ଲାଗି କାରଖାନାର ଅନେକ ଯନ୍ତ୍ରାଂଶ ପୋଡ଼ିଯାଇଛି। ରେଙ୍ଗାଲି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।  ଅଗ୍ନିକାଣ୍ଡ ସମ୍ପର୍କରେ କୌଣସି ସୂଚନା ଦେବାକୁ କାରଖାନା କର୍ତ୍ତୃପକ୍ଷ ମନା କରି ଦେଇଛନ୍ତି।

 

 

 

Related story