ନଦୀ ମଝିରେ ନିଆଁ: କେମିତି ଘଟିଲା ଅଘଟଣ, ଜାଣିବାକୁ କ୍ଲିକ କରନ୍ତୁ

କେନ୍ଦ୍ରାପଡ଼ା: ନଦୀ ମଝିରେ ଭୁଟୁଭୁଟି। ଲଦା ହୋଇଛି ଲକ୍ଷାଧିକ ଟଙ୍କାର ସାମଗ୍ରୀ। ଲୋକେ ବି ବସିଛନ୍ତି। ହେଲେ ହଠାତ ଉଠିଲା ଧୂଆଁ। ଚାହୁଁ ଚାହୁଁ ହୁ ହୁ ହୋଇ ଜଳିଲା। ନଦୀ ଭିତରେ ଏପରି ସ୍ଥିତିରେ ହତବାକ ହୋଇଗଲେ ଲୋକେ। ଲିଭାଇବାକୁ ଚେଷ୍ଟା କଲେ। ତଥାପି ଜଳି ପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ। ବୈତରଣୀ ନଦୀରେ ଧାମରାରୁ ପଟ୍ଟାମୁଣ୍ଡାଇକୁ ଏକ ଭୁଟୁଭୁଟି ଆସୁଥିବା ବେଳେ ଘଟିଛି ଏଭଳି ଦୁର୍ଘଟଣା।

[vc_video link="" align="center"]

ଭୁଟୁଭୁଟିରେ ବିଭିନ୍ନ ପ୍ରକାରର ମାଲ ବୋଝେଇ ହେବା ସହ ଯାତ୍ରୀ ମଧ୍ୟ ଆସୁଥିଲେ। କୌଣସି କାରଣରୁ ନଦୀ ଭଝିରେ ଭୁଟୁଭୁଟିରେ ନିଆଁ ଲାଗି ଯାଇଥିଲା। ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ବ୍ୟାପୀ ଯାଇଥିଲା। ଫଳରେ ଡଙ୍ଗାରେ ଥିବା ୩ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା କୁହାଯାଉଛି।

ରଜ ପାଇଁ ଧାମରାରୁ ବିଭିନ୍ନ ସାମଗ୍ରୀ ନେଇ କିଛି ଲୋକ ପଟ୍ଟାମୁଣ୍ଡାଇ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

Ordigital Desk
• Published: Sunday, 11 June 2017
• Updated: 11 June 2017, 09:28 PM IST

କେନ୍ଦ୍ରାପଡ଼ା: ନଦୀ ମଝିରେ ଭୁଟୁଭୁଟି। ଲଦା ହୋଇଛି ଲକ୍ଷାଧିକ ଟଙ୍କାର ସାମଗ୍ରୀ। ଲୋକେ ବି ବସିଛନ୍ତି। ହେଲେ ହଠାତ ଉଠିଲା ଧୂଆଁ। ଚାହୁଁ ଚାହୁଁ ହୁ ହୁ ହୋଇ ଜଳିଲା। ନଦୀ ଭିତରେ ଏପରି ସ୍ଥିତିରେ ହତବାକ ହୋଇଗଲେ ଲୋକେ। ଲିଭାଇବାକୁ ଚେଷ୍ଟା କଲେ। ତଥାପି ଜଳି ପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ। ବୈତରଣୀ ନଦୀରେ ଧାମରାରୁ ପଟ୍ଟାମୁଣ୍ଡାଇକୁ ଏକ ଭୁଟୁଭୁଟି ଆସୁଥିବା ବେଳେ ଘଟିଛି ଏଭଳି ଦୁର୍ଘଟଣା।

[vc_video link="" align="center"]

ଭୁଟୁଭୁଟିରେ ବିଭିନ୍ନ ପ୍ରକାରର ମାଲ ବୋଝେଇ ହେବା ସହ ଯାତ୍ରୀ ମଧ୍ୟ ଆସୁଥିଲେ। କୌଣସି କାରଣରୁ ନଦୀ ଭଝିରେ ଭୁଟୁଭୁଟିରେ ନିଆଁ ଲାଗି ଯାଇଥିଲା। ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ବ୍ୟାପୀ ଯାଇଥିଲା। ଫଳରେ ଡଙ୍ଗାରେ ଥିବା ୩ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା କୁହାଯାଉଛି।

ରଜ ପାଇଁ ଧାମରାରୁ ବିଭିନ୍ନ ସାମଗ୍ରୀ ନେଇ କିଛି ଲୋକ ପଟ୍ଟାମୁଣ୍ଡାଇ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos