ଚଳନ୍ତା ବସ୍‌ରେ ଲାଗିଗଲା ନିଆଁ

ବାଲିଗୁଡ଼ା(ଅଜିତ ଦାସ): ଚଳନ୍ତା ଘରୋଇ ବସ୍‌ରେ ଲାଗିଗଲା ନିଆଁ । ହୁତୁହୁତୁ ହୋଇ ରାସ୍ତା ଉପରେ ଜଳିଲା ଯାତ୍ରୀବାହୀ ବସ୍‌ । ଏଭଳି ଘଟଣା କନ୍ଧମାଳ ଜିଲ୍ଲା କ. ନୂଆଗାଁ kanjamendi ଛକ ୫୯ ନମ୍ବର ଜାତୀୟ ରାଜପଥରେ ଦେଖିବାକୁ ମିଳିଛି । ରୁଦ୍ରକାଳୀ ନାମକ ବସଟି ସକାଳୁ ସକାଳୁ ବାଲିଗୁଡାରୁ ଭଞ୍ଜନଗର ଅଭିମୁଖେ ଯାଉଥିଲା । କେଉଁ ପରିସ୍ଥିତିରେ ବସରେ ନିଆଁ ଲାଗିଲା କାରଣ ଜଣାପଡିନାହିଁ । ହଠାତ ନିଆଁ ଲାଗିବା ପରେ ବସ୍‌ରେ ଥିବା […]

bus

bus

Niharika Rout
  • Published: Monday, 11 January 2021
  • Updated: 11 January 2021, 11:34 AM IST

Sports

Latest News

ବାଲିଗୁଡ଼ା(ଅଜିତ ଦାସ): ଚଳନ୍ତା ଘରୋଇ ବସ୍‌ରେ ଲାଗିଗଲା ନିଆଁ । ହୁତୁହୁତୁ ହୋଇ ରାସ୍ତା ଉପରେ ଜଳିଲା ଯାତ୍ରୀବାହୀ ବସ୍‌ । ଏଭଳି ଘଟଣା କନ୍ଧମାଳ ଜିଲ୍ଲା କ. ନୂଆଗାଁ kanjamendi ଛକ ୫୯ ନମ୍ବର ଜାତୀୟ ରାଜପଥରେ ଦେଖିବାକୁ ମିଳିଛି ।

ରୁଦ୍ରକାଳୀ ନାମକ ବସଟି ସକାଳୁ ସକାଳୁ ବାଲିଗୁଡାରୁ ଭଞ୍ଜନଗର ଅଭିମୁଖେ ଯାଉଥିଲା । କେଉଁ ପରିସ୍ଥିତିରେ ବସରେ ନିଆଁ ଲାଗିଲା କାରଣ ଜଣାପଡିନାହିଁ । ହଠାତ ନିଆଁ ଲାଗିବା ପରେ ବସ୍‌ରେ ଥିବା ଯାତ୍ରୀ ପ୍ରାଣ ବିକଳରେ ଓହ୍ଲାଇ ପଡ଼ିଥିଲେ ।

ଯାନ୍ତ୍ରୀକ ତ୍ରୁଟି ଯୋଗୁ ବସ୍‌ଟି ଜଳି ଯାଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା କହିଛନ୍ତି ବାଲିଗୁଡ଼ା ଏସ୍‌ଡିପିଓ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos