ଖସିଲା ଆକାଶ ଦୀପ, ଉତ୍କଳମଣିଙ୍କ ଷଠି ଘରେ ଲାଗିଲା ନିଆଁ

ପୁରୀ(ଓଡ଼ିଶା ରିପୋର୍ଟର):  ୨ ବର୍ଷର ବ୍ୟବଧାନ ପରେ ଆଲୋକର ପର୍ବ ଦୀପାବଳିକୁ ସମସ୍ତେ ଉତ୍ସୁକତାର ସହ ପାଳନ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଘଟିଛି ଅଘଟଣ। କେଉଁଠି କାହା ଜୀବନ ଯାଇଛି ତ କେଉଁଠି ଘଟିଛି ପ୍ରଭୂତ କ୍ଷୟକ୍ଷତି। ଗତକାଲି ଦୀପାବଳି ଅବସରରେ ଆକାଶ ଦୀପ ପଡ଼ି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଷଠି ଘର ଜଳି ଯାଇଛି। ଏପରି ଅଘଟଣ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସୁଆାଣ୍ଡୋ ଗାଁରେ ଘଟିଛି। ସୂଚନାଯୋଗ୍ୟ, ସତ୍ୟବାଦୀ ବ୍ଲକ ସୁଆାଣ୍ଡୋ ଗାଁରେ […]

fire

fire

Niharika Rout
  • Published: Tuesday, 25 October 2022
  • Updated: 25 October 2022, 11:17 AM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର):  ୨ ବର୍ଷର ବ୍ୟବଧାନ ପରେ ଆଲୋକର ପର୍ବ ଦୀପାବଳିକୁ ସମସ୍ତେ ଉତ୍ସୁକତାର ସହ ପାଳନ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଘଟିଛି ଅଘଟଣ। କେଉଁଠି କାହା ଜୀବନ ଯାଇଛି ତ କେଉଁଠି ଘଟିଛି ପ୍ରଭୂତ କ୍ଷୟକ୍ଷତି। ଗତକାଲି ଦୀପାବଳି ଅବସରରେ ଆକାଶ ଦୀପ ପଡ଼ି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଷଠି ଘର ଜଳି ଯାଇଛି। ଏପରି ଅଘଟଣ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସୁଆାଣ୍ଡୋ ଗାଁରେ ଘଟିଛି।

ସୂଚନାଯୋଗ୍ୟ, ସତ୍ୟବାଦୀ ବ୍ଲକ ସୁଆାଣ୍ଡୋ ଗାଁରେ ଥିବା ଗୋପବନ୍ଧୁଙ୍କ ପୁରାତନ ଚାଳ ଘର ରହିଛି।  ଗତକାଲି ଦୀପାବଳି ପାଳିତ ହେଉଥିବା ବେଳେ ଏକ ଆକାଶ ଦୀପ ଉଡ଼ି ଉଡ଼ି ଆସି ଚାଲ ଘର ଉପରେ ପଡ଼ିଥିଲା । ଫଳରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଚାଳ ହୁତୁହୁତ  ହୋଇ ଜଳିବାରୁ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଫୋନ୍‌ କରିଥିଲେ। ସଙ୍ଗେ ସଙ୍ଗେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ତେବେ ଏହି ଅଗ୍ନିକାଣ୍ଡ ଯୋଗୁ କଣ କ୍ଷୟକ୍ଷତି ହୋଇଛି ସେ ସମ୍ପର୍କରେ ସୂଚନା ମିଳିପାରିନି । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଘର ଜଳିଯିବାକୁ ନେଇ ଗ୍ରାମବାସୀଙ୍କ ମନ ଉଦାସ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story