ଗରାରେ ଫସିଗଲା ଅଢ଼େଇ ବର୍ଷର ଶିଶୁ

ବାଙ୍କୀ(ସଞ୍ଜିପ କୁମାର ନାୟକ): କଟକ ଜିଲ୍ଲା ବାଙ୍କୀ ବ୍ଲକ୍‌ ନୂଆଗାଁରେ ଗତକାଲି ସନ୍ଧ୍ୟାରେ ଏକ ଅଢ଼େଇ ବର୍ଷର ଶିଶୁ ଖେଳୁଥିବା ସମୟରେ ଷ୍ଟିଲ ଗରା ଭିତରେ ପଶି ଯାଇଥିଲା। ହେଲେ ଗରା ଭିତରେ ଶିଶୁଟିର ଅଣ୍ଟା ଫସି ରହିଥିବାରୁ ସେ ଆଉ ବାହାରକୁ ବାହାରି ପାରି ନଥିଲା। ଖବର ପାଇ ବାଙ୍କୀ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଦେଢ଼ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି କଟର୍‌ ସାହାଯ୍ୟରେ ଗରାକୁ କାଟି ଶିଶୁଟିକୁ ଉଦ୍ଧାର କରିଥିଲେ। […]

banki

Jyoshna Pradhan
  • Published: Saturday, 25 January 2020
  • , Updated: 25 January 2020, 02:41 PM IST

ବାଙ୍କୀ(ସଞ୍ଜିପ କୁମାର ନାୟକ): କଟକ ଜିଲ୍ଲା ବାଙ୍କୀ ବ୍ଲକ୍‌ ନୂଆଗାଁରେ ଗତକାଲି ସନ୍ଧ୍ୟାରେ ଏକ ଅଢ଼େଇ ବର୍ଷର ଶିଶୁ ଖେଳୁଥିବା ସମୟରେ ଷ୍ଟିଲ ଗରା ଭିତରେ ପଶି ଯାଇଥିଲା। ହେଲେ ଗରା ଭିତରେ ଶିଶୁଟିର ଅଣ୍ଟା ଫସି ରହିଥିବାରୁ ସେ ଆଉ ବାହାରକୁ ବାହାରି ପାରି ନଥିଲା।

ଖବର ପାଇ ବାଙ୍କୀ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଦେଢ଼ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି କଟର୍‌ ସାହାଯ୍ୟରେ ଗରାକୁ କାଟି ଶିଶୁଟିକୁ ଉଦ୍ଧାର କରିଥିଲେ। ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି।

Related story