ବିପୁଳ ପରିମାଣର ବାଣ ଜବତ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବନ୍ଧମୁଣ୍ଡା ଥାନା ଅଞ୍ଚଳ ୪ଟି ବାଣ ଗୋଦାମ ଉପରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ବାଣ ଜବତ କରାଯାଇଛି। କରୋନାକୁ ଦୃଷ୍ଟିରେ ରଖି ଏଥର ଦୀପାବଳିରେ ବାଣ ଫୁଟାଇବା ଏବଂ ବିକ୍ରି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଏହି ଦୁଇଟି ଗୋଦାମରେ ବେଆଇନ ଭାବେ ବାଣ ଗଚ୍ଛିତ ହୋଇ ରହିଥିଲା। ଜବତ ବାଣର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ପ୍ରାଥମିକ ଆକଳନରୁ […]

rkl

Tapaswini Nayak
  • Published: Friday, 13 November 2020
  • , Updated: 13 November 2020, 02:11 PM IST

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବନ୍ଧମୁଣ୍ଡା ଥାନା ଅଞ୍ଚଳ ୪ଟି ବାଣ ଗୋଦାମ ଉପରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ବାଣ ଜବତ କରାଯାଇଛି।

କରୋନାକୁ ଦୃଷ୍ଟିରେ ରଖି ଏଥର ଦୀପାବଳିରେ ବାଣ ଫୁଟାଇବା ଏବଂ ବିକ୍ରି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଏହି ଦୁଇଟି ଗୋଦାମରେ ବେଆଇନ ଭାବେ ବାଣ ଗଚ୍ଛିତ ହୋଇ ରହିଥିଲା।

ଜବତ ବାଣର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ପ୍ରାଥମିକ ଆକଳନରୁ ଜଣାପଡ଼ିଛି । ଡିଏସପି ଅସୀମ ପଣ୍ଡାଙ୍କ ନେତୃତ୍ୱରେ ଆଜି ସକାଳେ ଏହି ଚଢ଼ାଉ କରାଯାଇଥିଲା।

Related story