୭୦ ଲକ୍ଷ ଟଙ୍କାର ବାଣ ଜବତ, ୩ ଜଣଙ୍କୁ ବାନ୍ଧିଲା ପୁଲିସ

ଆସିକା(ମନୋଜ ମୁନୀ): ମହାମାରୀ କରୋନା ପାଇଁ ଦୀପାବଳିରେ ବାଣ ଫୁଟାଇବାକୁ ବାରଣ କରିଛନ୍ତି ରାଜ୍ୟ ସରକାର। ଏହା ସତ୍ତ୍ୱେ ବାଣ ତିଆରି ଚାଲିଥିଲା। ଏ ସମ୍ପର୍କରେ ଜାଣିପାରି ପୁଲିସ ଚଢ଼ଉ କରି ୭୦ ଲକ୍ଷ ଟଙ୍କାର ବାଣ ଜବତ କରିଛି। ଆଜି ଏପରି ଖବର ଗଞ୍ଜାମ ଜିଲ୍ଲାରୁ ଆସିଛି। ଆସିକା ବ୍ଲକ୍‌ ନଳବଣ୍ଟା ଗାଁରେ ବାଣ ତିଆରି ହେଉଥିଲା। ଏ ସମ୍ପର୍କରେ ଖବର ପାଇ ପୁଲିସ ଉକ୍ତ ଗାଁରେ ଚଢ଼ଉ କରି ବମ, ତାଳ ଫୋଟୋକା, ଚକ୍ରି, […]

cracker

cracker

Manoranjan Sial
  • Published: Saturday, 07 November 2020
  • Updated: 07 November 2020, 05:57 PM IST

Sports

Latest News

ଆସିକା(ମନୋଜ ମୁନୀ): ମହାମାରୀ କରୋନା ପାଇଁ ଦୀପାବଳିରେ ବାଣ ଫୁଟାଇବାକୁ ବାରଣ କରିଛନ୍ତି ରାଜ୍ୟ ସରକାର। ଏହା ସତ୍ତ୍ୱେ ବାଣ ତିଆରି ଚାଲିଥିଲା। ଏ ସମ୍ପର୍କରେ ଜାଣିପାରି ପୁଲିସ ଚଢ଼ଉ କରି ୭୦ ଲକ୍ଷ ଟଙ୍କାର ବାଣ ଜବତ କରିଛି। ଆଜି ଏପରି ଖବର ଗଞ୍ଜାମ ଜିଲ୍ଲାରୁ ଆସିଛି।

ଆସିକା ବ୍ଲକ୍‌ ନଳବଣ୍ଟା ଗାଁରେ ବାଣ ତିଆରି ହେଉଥିଲା। ଏ ସମ୍ପର୍କରେ ଖବର ପାଇ ପୁଲିସ ଉକ୍ତ ଗାଁରେ ଚଢ଼ଉ କରି ବମ, ତାଳ ଫୋଟୋକା, ଚକ୍ରି, ମାର୍କୋରି ଟର୍ଚ୍ଚ, ଝୁରି, ଲଙ୍ଗସଟ, ଲାରା, ମଥାପି, କଲର ସଟ, ଆକାଶ ଦୀପ ଭଳି ବିଭିନ୍ନ ବାଣ ଜବତ କରାଯାଇଛି। ଏହାଛଡ଼ା ଗନ ପାଉଡର ଓ ବାଣ ପ୍ରସ୍ତୁତି ସମଗ୍ରୀ ନାଇଟ୍ରୋଜେନ୍‌ ପାଉଡର, ସଲଫର ପାଉଡର ଓ ଚାରକୋଲ ଜବତ କରାଯାଇଛି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଜବତ ବାଣର ଅନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

ଆସିକା ଉପଖଣ୍ଡ ପୁଲିସ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ, ଆଇପିଏସ ଅଫିସର ରାଘବେନ୍ଦ୍ର ଗୁଣ୍ଡାଲା, ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଆସିକା ତହସିଲଦାର ସଦାନଦ ସେଠୀ, ଥାନା ଅଧିକାରୀ ପ୍ରଶାନ୍ତ ସାହୁଙ୍କ ସହ ୨ ପ୍ଲାଟୁନ୍‌ ଫୋର୍ସ ରେଡ୍‌ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story