ପୋଲିସ୍‌ ଆଗରେ ପ୍ରେମିକାର ବାପାକୁ ଗୁଳି ମାଡ଼

ଭୁବନେଶ୍ୱର: ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଥାନା ସାମ୍ମୁଖରେ ଚାଲିଲା ଗୁଳି। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ସମ୍ମୁଖରେ ଘଟିଥିବା ଏଇ ଗୁଳିକାଣ୍ଡରେ ଝିଅର ବାପା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି ଦୁଇ ଜଣ ପୋଲିସ୍‌ଙ୍କ ଉପସ୍ଥିତିରେ ଏହି ଗୁଳିକାଣ୍ଡ ଘଟିଛି। ଅଭିଯୋଗ ଅନୁସାରେ ପୁରୀ ଜିଲ୍ଲା ବୀରପୁରୁଷୋତ୍ତମପୁର ଗ୍ରାମର ସ୍ନେହାଶିଷ ମିଶ୍ର ଜଣେ ବିବାହିତ ଯୁବକ। ଗୋଟିଏ ଛୁଆର ବାପା। ସେ ଜଣେ ଯୁକ୍ତ ଦୁଇ […]

accused

accused

Rakesh Mallick
  • Published: Sunday, 28 May 2017
  • Updated: 28 May 2017, 10:47 PM IST

Sports

Latest News

ଭୁବନେଶ୍ୱର: ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଥାନା ସାମ୍ମୁଖରେ ଚାଲିଲା ଗୁଳି। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ସମ୍ମୁଖରେ ଘଟିଥିବା ଏଇ ଗୁଳିକାଣ୍ଡରେ ଝିଅର ବାପା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି ଦୁଇ ଜଣ ପୋଲିସ୍‌ଙ୍କ ଉପସ୍ଥିତିରେ ଏହି ଗୁଳିକାଣ୍ଡ ଘଟିଛି।

ଅଭିଯୋଗ ଅନୁସାରେ ପୁରୀ ଜିଲ୍ଲା ବୀରପୁରୁଷୋତ୍ତମପୁର ଗ୍ରାମର ସ୍ନେହାଶିଷ ମିଶ୍ର ଜଣେ ବିବାହିତ ଯୁବକ। ଗୋଟିଏ ଛୁଆର ବାପା। ସେ ଜଣେ ଯୁକ୍ତ ଦୁଇ ପଢୁଥିବା ଝିଅକୁ ଏକତରଫା ପ୍ରେମ କରୁଥିଲେ। ଏପରିକି ଝିଅକୁ ନାନା ହଇରାଣ କରୁଥିଲେ। ଏଥିରେ ଅତିଷ୍ଠ ହୋଇ ଝିଅଙ୍କ ପରିବାର ୬ ମାସ ହେବ ଭୁବନେଶ୍ୱର ଆସି ଝାରପଡ଼ା ଗଣେଶ ମଣ୍ଡପ ପାଖରେ ରହୁଥିଲେ। ଏସଂପର୍କରେ ଖବର ପାଇ ସ୍ନେହାଶିଷ ଗତକାଲି ସେଠାକୁ ଆସି ପୁଣି ହଇରାଣ କରିଥିଲା। ଏନେଇ ଝିଅର ବାପା-ମା’ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ।

ଆଜି ପୁନର୍ବାର ସ୍ନେହାଶିଷ ଆସି ହଇରାଣ କରିବାରୁ ଝିଅର ବାପା-ମାଆ ତାକୁ ଧରି ଲକ୍ଷ୍ମୀସାଗର ଥାନାକୁ ନେଉଥିଲେ। ତେବେ ଥାନା ଆଗରେ ଦୁଇ ଜଣ ପୋଲିସ୍ କର୍ମଚାରୀଙ୍କ ଉପସ୍ଥିତିରେ ସ୍ନେହାଶିଷ ପାଖରେ ରଖିଥିବା ବନ୍ଧୁକ ବାହାର କରି ଝିଅର ବାପାକୁ ଗୁଳି କରିଦେଇଥିଲା। ଗୁଳିଟି ଝିଅର ବାପାଙ୍କ ଛାତିରେ ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଘଟଣାରେ ପୋଲିସ ଅଭିଯୁକ୍ତ ସ୍ନେହାଶିଷକୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story