ଚାଲିଗଲେ ଓଡ଼ିଶାର ପ୍ରଥମ ଟାଉନ୍ ପ୍ଲାନର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର  ପ୍ରଥମ ମୁଖ୍ୟ  ଟାଉନ୍‌ ପ୍ଲାନର ତଥା ଟାଉନ୍‌ ପ୍ଲାନିଂର ପୂର୍ବତନ ନିର୍ଦ୍ଦେଶକ ସୁରେନ୍ଦ୍ର ବେହେରା(୬୮)ଙ୍କ  ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବୟସ ହୋଇଥିଲା।  ସୁରେନ୍ଦ୍ରଙ୍କ ସ୍ତ୍ରୀ, ଜଣେ ପୁଅ ଏବଂ ଜଣେ ଝିଅ ଅଛନ୍ତି। ସୁରେନ୍ଦ୍ରଙ୍କ ଘର ହେଉଛି ପୁରୀ ଜିଲ୍ଲା ବଳଙ୍ଗା ଗ୍ରାମରେ। ସୁରେନ୍ଦ୍ର ଆଆଇଟି ଖଡ଼ଗପୁରରୁ ରିଜିଓନାଲ ପ୍ଲାନିଂରେ ମାଷ୍ଟ୍ରି ହାସଲ କରିଥିବା ବେଳେ ପୂର୍ବରୁ ରେଭେନ୍ସା ଓ ଉକ୍ତଳ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି। ସେହପରି ବିଦେଶ […]

CTP-Odisha-1

CTP-Odisha-1

Tapas Behera
  • Published: Thursday, 29 October 2020
  • Updated: 29 October 2020, 06:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର  ପ୍ରଥମ ମୁଖ୍ୟ  ଟାଉନ୍‌ ପ୍ଲାନର ତଥା ଟାଉନ୍‌ ପ୍ଲାନିଂର ପୂର୍ବତନ ନିର୍ଦ୍ଦେଶକ ସୁରେନ୍ଦ୍ର ବେହେରା(୬୮)ଙ୍କ  ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବୟସ ହୋଇଥିଲା।  ସୁରେନ୍ଦ୍ରଙ୍କ ସ୍ତ୍ରୀ, ଜଣେ ପୁଅ ଏବଂ ଜଣେ ଝିଅ ଅଛନ୍ତି। ସୁରେନ୍ଦ୍ରଙ୍କ ଘର ହେଉଛି ପୁରୀ ଜିଲ୍ଲା ବଳଙ୍ଗା ଗ୍ରାମରେ। ସୁରେନ୍ଦ୍ର ଆଆଇଟି ଖଡ଼ଗପୁରରୁ ରିଜିଓନାଲ ପ୍ଲାନିଂରେ ମାଷ୍ଟ୍ରି ହାସଲ କରିଥିବା ବେଳେ ପୂର୍ବରୁ ରେଭେନ୍ସା ଓ ଉକ୍ତଳ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି। ସେହପରି ବିଦେଶ ତଥା ପୋଲାଣ୍ଡରେ ମଧ୍ୟ ସେ ଅଧ୍ୟୟନ କରିଛନ୍ତି। ୧୯୭୭ରୁ ୨୦୧୦ ମଧ୍ୟରେ ସୁରେନ୍ଦ୍ର ଟାଉନ ପ୍ଲାନିଂ ନିର୍ଦ୍ଦେଶାଳୟର ବିଭିନ୍ନ ପଦପଦବିରେ ରହିଥିଲେ। ସେହିପରି ସୁରେନ୍ଦ୍ର ଭୁବନେଶ୍ୱର  ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପ୍ଲାନିଂ ମେମ୍ବର ଭାବେ କାର୍ଯ୍ୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story