ଓଡ଼ିଶାରେ ପ୍ରଥମ ଡେଲଟା ପ୍ଲସ୍‌ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପ୍ରଥମ ଡେଲଟା ପ୍ଲସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଡେଲଟା ପ୍ଲସ୍‌ ଚିହ୍ନଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ଚିହ୍ନଟ ମୋଟ ୪୮ଟି କେସ୍‌ ଭିତରୁ ଓଡ଼ିଶାରେ ଗୋଟିଏ ଚିହ୍ନଟ ହୋଇଛି। ସେହିପରି ମହାରାଷ୍ଟ୍ରରେ ୨୦, ତାମିଲନାଡୁରେ ୯ ଓ ମଧ୍ୟପ୍ରଦେଶରେ ୭ ଜଣ ଚିହ୍ନଟ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଓଡ଼ିଶାରୁ ଚିହ୍ନଟ ହୋଇଥିବା ଡେଲଟା ପ୍ଲସ୍‌ ଆକ୍ରାନ୍ତ ହେଉଛନ୍ତି ଦେବଗଡ଼ […]

Corona

Corona

Manoranjan Sial
  • Published: Friday, 25 June 2021
  • Updated: 25 June 2021, 10:19 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପ୍ରଥମ ଡେଲଟା ପ୍ଲସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଡେଲଟା ପ୍ଲସ୍‌ ଚିହ୍ନଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଦେଶରେ ଚିହ୍ନଟ ମୋଟ ୪୮ଟି କେସ୍‌ ଭିତରୁ ଓଡ଼ିଶାରେ ଗୋଟିଏ ଚିହ୍ନଟ ହୋଇଛି। ସେହିପରି ମହାରାଷ୍ଟ୍ରରେ ୨୦, ତାମିଲନାଡୁରେ ୯ ଓ ମଧ୍ୟପ୍ରଦେଶରେ ୭ ଜଣ ଚିହ୍ନଟ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।

ଓଡ଼ିଶାରୁ ଚିହ୍ନଟ ହୋଇଥିବା ଡେଲଟା ପ୍ଲସ୍‌ ଆକ୍ରାନ୍ତ ହେଉଛନ୍ତି ଦେବଗଡ଼ ଜିଲ୍ଲାର। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଏବେ ତାଙ୍କ ଟ୍ରାଭେଲ୍‌ ହିଷ୍ଟ୍ରୀ ସମ୍ପର୍କରେ ତର୍ଜମା ଚାଲିଛି। ସେ କେମିତି ଡେଲ୍‌ଟା ପ୍ଲସ୍‌ ଭେରିଏଣ୍ଟରେ ଆକ୍ରାନ୍ତ ହେଲେ? ସେ ଆଉ କାହା ସଂସ୍ପର୍ଶରେ ଆସିଛନ୍ତି କି ନାହିଁ? ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି? ତା’ ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି।

ରାଜ୍ୟରେ ଡେଲଟା ପ୍ଲସ୍‌ ଆକ୍ରାନ୍ତ ଚିହ୍ନଟ ନେଇ DMET ସିବିକେ ମହାନ୍ତି କହିଛନ୍ତି, ଏହି ଡେଲଟା ପ୍ଲସ ରୋଗୀଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ଟ୍ରାଭେଲ ହିଷ୍ଟ୍ରୀ ଯାଞ୍ଚ କରାଯିବ। ଡେଲ୍‌ଟା ପ୍ଲସ ନୂଆ ଭେରିଏଣ୍ଟ, ତେଣୁ ସାବଧାନ ରହିବାକୁ ପଡ଼ିବ। ଆଲ୍‌ଫା, ବିଟା ଓ ଗାମା ଭଳି ଡେଲ୍‌ଟା ପ୍ଲସ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେବ।  ଟିକା ନେବା ଫଳପ୍ରଦ ହେବ। କୋଭିଡ୍ ନିୟମ ମାନିଲେ ସଂକ୍ରମଣ କମିବ ବୋଲି ସେ କହିଛନ୍ତି।

ICMR ମୁଖ୍ୟ ବଳରାମ ଭାର୍ଗବ କହିଛନ୍ତି- “କୋଭାକ୍ସିନ ଓ କୋଭିସିଲ୍‌ଡ ଟିକା ସବୁ ଭେରିଆଣ୍ଟ ପ୍ରତି ଫଳପ୍ରଦ ହେଉଛି। କୋଭିଡ୍‌ର ସମସ୍ତ ଭେରିଏଣ୍ଟକୁ ମାତ୍‌ ଦେଲା ଭଳି କ୍ଷମତା ଏହି ଟିକା ଦୁଇଟିର ରହିଛି। କୋଭାକ୍ସିନ ଓ କୋଭିସିଲ୍ଡ ସବୁ ଭେରିଏଣ୍ଟ ପ୍ରତି କାମ କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story