ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ସମବାୟ ସମିତି ଭୋଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ସମବାୟ ସମିତି ନିର୍ବାଚନ ଅନୁଷ୍ଠିତ ହେବ। ୭୩୧ଟି ପ୍ରାଥମିକ ସମବାୟ ସମିତିରେ ଏହି ନିର୍ବାଚନ ହେବ। ଭୋଟ ଗ୍ରହଣ ଶେଷ ହେବାପରେ ଗଣତି ହୋଇ ଫଳାଫଳ ଘୋଷଣା ହେବ। ସମବାୟ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ରାଜ୍ୟ ସମବାୟ ନିର୍ବାଚନ କମିଶନର କହିଛନ୍ତି ଯେ, ଆସନ୍ତାକାଲି ହେବାକୁ ଥିବା ୩୨୫୨ଟ ି ପ୍ରାଥମିକ ସମବାୟ ସମିତି ମଧ୍ୟରୁ ୨୫୨୧ଟିରେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ବାକି ୭୩୧ଟି […]

Vote

Vote

Ordigital Desk
  • Published: Saturday, 18 June 2022
  • Updated: 18 June 2022, 10:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ସମବାୟ ସମିତି ନିର୍ବାଚନ ଅନୁଷ୍ଠିତ ହେବ। ୭୩୧ଟି ପ୍ରାଥମିକ ସମବାୟ ସମିତିରେ ଏହି ନିର୍ବାଚନ ହେବ। ଭୋଟ ଗ୍ରହଣ ଶେଷ ହେବାପରେ ଗଣତି ହୋଇ ଫଳାଫଳ ଘୋଷଣା ହେବ।

ସମବାୟ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ରାଜ୍ୟ ସମବାୟ ନିର୍ବାଚନ କମିଶନର କହିଛନ୍ତି ଯେ, ଆସନ୍ତାକାଲି ହେବାକୁ ଥିବା ୩୨୫୨ଟ ି ପ୍ରାଥମିକ ସମବାୟ ସମିତି ମଧ୍ୟରୁ ୨୫୨୧ଟିରେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ବାକି ୭୩୧ଟି ପ୍ରାଥମିକ ସମବାୟ ସମିତିରେ ନିର୍ବାଚନ ହେବ । ଏହି ୭୩୧ଟିରୁ ୨୪୪ଟି ସମ୍ବେଦନଶୀଳ ବୁଥ ରହିଛି। ଏସବୁ ସମ୍ବେଦନଶୀଳ ବୁଥରେ ପୁଲିସ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି । ଆସନ୍ତାକାଲି ପ୍ରାୟ ୪ଲକ୍ଷ ୫୩ହଜାର ୬୧୦ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ବାକିଥିବା ପ୍ରାଥମିକ ସମବାୟ ସମିତିଗୁଡ଼ିକରେ ଆସନ୍ତା ୨୬ତାରିଖରେ ଭୋଟ୍ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ରାଜ୍ୟର ପ୍ରାୟ ୭ହଜାର ପ୍ରାଥମିକ ସମବାୟ ସମିତିରେ ନିର୍ବାଚନ ହେବ । ୩୦ଲକ୍ଷ ସଦସ୍ୟ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story