ଶଟଡାଉନରେ ରାଜଧାନୀବାସୀଙ୍କୁ ଘରେ ମିଳିବ ମାଛ, ଅଣ୍ଡା ଓ କ୍ଷୀର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀବାସୀ ଶଟଡାଉନବେଳେ ଘରେ ବସି ମାଛ, ଚିକେନ୍ , ଅଣ୍ଡା ଓ କ୍ଷୀର ପାଇପାରିବେ । ଏଥିପାଇଁ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଚିଲିକା ଫ୍ରେସ, ଓପେଲଫେଡ୍ ଓ ଓମ୍‌ଫେଡ୍ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ତେବେ ମାଛ, ଚିକେନ୍ ଓ ଅଣ୍ଡାର ହୋମ୍ ଡେଲିଭରୀ ପାଇଁ ସର୍ବନିମ୍ନ ୪୯୯ଟଙ୍କା ଏବଂ କ୍ଷୀର ନିମନ୍ତେ ସର୍ବନିମ୍ନ ୧୦୦ଟଙ୍କାର ଅର୍ଡର କରିବାକୁ ପଡ଼ିବ। ମାଛ ଓ ଅଣ୍ଡାର ହୋମ୍ ଡେଲିଭରୀ ପାଇଁ ଗ୍ରାହକଙ୍କୁ ଅଧିକ ୫୦ଟଙ୍କା […]

egg

egg

Ordigital Desk
  • Published: Friday, 23 April 2021
  • Updated: 23 April 2021, 09:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀବାସୀ ଶଟଡାଉନବେଳେ ଘରେ ବସି ମାଛ, ଚିକେନ୍ , ଅଣ୍ଡା ଓ କ୍ଷୀର ପାଇପାରିବେ । ଏଥିପାଇଁ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଚିଲିକା ଫ୍ରେସ, ଓପେଲଫେଡ୍ ଓ ଓମ୍‌ଫେଡ୍ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ତେବେ ମାଛ, ଚିକେନ୍ ଓ ଅଣ୍ଡାର ହୋମ୍ ଡେଲିଭରୀ ପାଇଁ ସର୍ବନିମ୍ନ ୪୯୯ଟଙ୍କା ଏବଂ କ୍ଷୀର ନିମନ୍ତେ ସର୍ବନିମ୍ନ ୧୦୦ଟଙ୍କାର ଅର୍ଡର କରିବାକୁ ପଡ଼ିବ। ମାଛ ଓ ଅଣ୍ଡାର ହୋମ୍ ଡେଲିଭରୀ ପାଇଁ ଗ୍ରାହକଙ୍କୁ ଅଧିକ ୫୦ଟଙ୍କା ଓ କ୍ଷୀରର ହୋମ୍ ଡେଲିଭରୀ ପାଇଁ ୩୦ଟଙ୍କା ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତାକାଲିଠୁ ପ୍ରତି ଶନିବାର ଓ ରବିବାର ଶଟଡାଉନ୍ ଘୋଷଣା କରିଥିବାବେଳେ ରାଜଧାନୀବାସୀଙ୍କୁ ଏହି ହୋମ୍ ଡେଲିଭରୀ ସୁବିଧା ଯୋଗାଇ ଦେବାକୁ ଚିଲିକାଫ୍ରେସ୍‌, ଓପେଲଫେଡ୍ ଓ ଓମଫେଡ୍ ପକ୍ଷରୁ ଆବଶ୍ୟକ ମୋବାଇଲ ନମ୍ବର ଜାରି ହୋଇଛି। ଚିଲିକା ଫ୍ରେସରୁ ମାଛ ପାଇବା ପାଇଁ ସକାଳ ୭ଟାରୁ ୯ଟା ଏବଂ ଦିନ ୧ଟାରୁ ୩ଟା ମଧ୍ୟରେ ବୁକିଂ କରିବାକୁ ପଡ଼ିବ। ଆଉ ଏହି ସାମଗ୍ରୀ ସକାଳ ୯ଟାରୁ ୧୨ଟା ଏବଂ ୪ଟାରୁ ୬ଟା ମଧ୍ୟରେ ଗ୍ରାହକଙ୍କୁ ଘରେ ଯୋଗାଇ ଦିଆଯିବ। ଶିରିପୁର, ସିଆରପି ଛକ, ଶହୀଦ ନଗରରେ ଥିବା ଚିଲିକାଫ୍ରେସ୍‌ର ମୋବାଇଲ ନମ୍ବର ଯଥାକ୍ରମେ ୯୦୪୦୧୪୪୦୬୫, ୯୮୬୧୫୧୧୧୯୮, ୮୨୪୯୫୯୯୭୩୩ ନମ୍ବରରେ ଯୋଗାଯୋଗ କରି ତଟକା ମାଛର ହୋମ୍ ଡେଲିଭରୀ ସୁବିଧା ପାଇପାରିବେ।

ସେହିପରି ଅଣ୍ଡା ଓ ଚିକେନ୍ ପାଇଁ ଶହୀଦ ନଗର, ଆଇଆରସି ଭିଲେଜ, ଓୟୁଏଟି କ୍ୟାମ୍ପସ ଓ ଚନ୍ଦ୍ରଶେଖରପୁରର ଓପଲେଫେଡ୍ କାଉଣ୍ଟର ସହ ଯଥାକ୍ରମେ ମୋବାଇଲ ନମ୍ବର ୮୪୮୦୨୨୬୦୮୬,୯୪୩୯୩୪୯୫୨୧,୭୮୭୩୦୦୯୬୧୯ ଓ ୯୫୮୩୨୬୨୨୯ ସହ ଯୋଗାଯୋଗ କରି ହୋମ୍ ଡେଲିଭରି ସୁବିଧା ପାଇପାରିବେ।

ସେହିପରି କ୍ଷୀର ଓ ଅନ୍ୟ ଦୁଗ୍ଧଜାତ ସାମଗ୍ରୀ ଯଥା ଦହି,ପନୀର, ଲସି, ଘିଅ, ପେଡ଼ା ଆଦି ସାମଗ୍ରୀ ନିମନ୍ତେ ସକାଳ ୬ଟାରୁ ଅପରାହ୍ନ ୪ଟା ମଧ୍ୟରେ ଅର୍ଡର କରିପାରିବେ। ଏଥିପାଇଁ ଓମଫେଡ୍ ପକ୍ଷରୁ ୪ଟି ମୋବାଇଲ ନମ୍ବର ଜାରି ହୋଇଛି । ଏହି ନମ୍ବର ଗୁଡ଼ିକ ହେଲା ୯୪୩୭୧୩୧୯୪୯, ୯୪୩୯୭୧୮୧୫୧, ୭୦୦୮୨୬୭୨୭୬ ଓ ୯୪୩୯୯୨୩୬୮୯କୁ ଫୋନ୍ ଅବା ହ୍ୱାଟସଅପ ମାଧ୍ୟମରେ ଅର୍ଡର ଦେଇହେବ ବୋଲି ଓମଫେଡ୍ ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱିଗି ଆପ୍ ମାଧ୍ୟମରେ ବି ଓମଫେଡ୍ ସାମଗ୍ରୀର ଅର୍ଡର କରାଯାଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story