ବନ କର୍ମଚାରୀଙ୍କୁ ଦିଆଗଲା ଫିଟ୍‌ନେସ୍ ମନ୍ତ୍ର

କାମାକ୍ଷାନଗର (ରାକେଶ ଦେହୁରୀ): ବନ କର୍ମଚାରୀ ଫିଟ୍ ରହିଲେ ହିଁ ସୁରକ୍ଷିତ ରହିପାରିବ ଆମ ରାଜ୍ୟର ବଣ ଜଙ୍ଗଲ ଓ ବନ୍ୟଜନ୍ତୁ। ଏହି ଉଦ୍ଦେଶ୍ୟରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବନ କାର୍ମଚାରୀମାନେ ଫିଟ୍ ରହିବା ପାଇଁ ଆଜି ବନ ବିଭାଗର ଡାକ ବଙ୍ଗଳାଠାରେ ଏକ ତାଲିମ ଶିବିରର ଆୟୋଜନ କରାଯାଇଥିଲା। ଏଥିରେ ଭାଗ ନେଇଥିଲେ ବନ ଅଧିକାରୀ ଓ ବିଭାଗର ଅନ୍ୟ କର୍ମଚାରୀ। ତାଲିମ ଦେଇଥିଲେ ଭୁବନେଶ୍ୱରସ୍ଥିତ ହେଲଥ କେୟାର ସଂସ୍ଥାର ଡାକ୍ତର କେ.ଲକ୍ଷ୍ମୀନାରାୟଣ ଓ ଶୀତଳ […]

bc4ae328-83e8-43e7-9c50-b6f0aff1fbc2

bc4ae328-83e8-43e7-9c50-b6f0aff1fbc2

Ordigital Desk
  • Published: Friday, 25 May 2018
  • Updated: 25 May 2018, 07:24 PM IST

Sports

Latest News

କାମାକ୍ଷାନଗର (ରାକେଶ ଦେହୁରୀ): ବନ କର୍ମଚାରୀ ଫିଟ୍ ରହିଲେ ହିଁ ସୁରକ୍ଷିତ ରହିପାରିବ ଆମ ରାଜ୍ୟର ବଣ ଜଙ୍ଗଲ ଓ ବନ୍ୟଜନ୍ତୁ। ଏହି ଉଦ୍ଦେଶ୍ୟରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବନ କାର୍ମଚାରୀମାନେ ଫିଟ୍ ରହିବା ପାଇଁ ଆଜି ବନ ବିଭାଗର ଡାକ ବଙ୍ଗଳାଠାରେ ଏକ ତାଲିମ ଶିବିରର ଆୟୋଜନ କରାଯାଇଥିଲା। ଏଥିରେ ଭାଗ ନେଇଥିଲେ ବନ ଅଧିକାରୀ ଓ ବିଭାଗର ଅନ୍ୟ କର୍ମଚାରୀ। ତାଲିମ ଦେଇଥିଲେ ଭୁବନେଶ୍ୱରସ୍ଥିତ ହେଲଥ କେୟାର ସଂସ୍ଥାର ଡାକ୍ତର କେ.ଲକ୍ଷ୍ମୀନାରାୟଣ ଓ ଶୀତଳ ମହାପାତ୍ର। କର୍ମଚାରୀମାନେ କିପରି ଘରେ ବସି ନିଜର ଫିଟନେସ ରଖିପାରିବେ, ନିଜକୁ ସୁରକ୍ଷିତ ରଖିବେ ସେ ସଂପର୍କରେ ତାଲିମଦାତା ମାନେ ପରାମର୍ଶ ଦେଇଥିଲେ। ସେମାନଙ୍କୁ କିଛି ବ୍ୟାୟାମ କରି ଦେଖାଇଥିଲେ ମଧ୍ୟ। ଏଠାରେ ଏସିଏଫ ବିକ୍ରମ କେଶରୀ ନୈକ, ରେଞ୍ଜର ବିଭୁଦାନନ୍ଦ ମିଶ୍ର, ସୁରେଶ ବେହେରା, ରମେଶ ଲେଙ୍କାଙ୍କ ସମେତ ସମସ୍ତ ବନ କର୍ମଚାରୀ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story