ରେଡିଓଲୋଜି ୫ଟି ଓ ଅର୍ଥୋପେଡିକ୍ସ ବିଭାଗର ଗୋଟିଏ ଲାବ ସିଲ୍‌

କଟକ (ଓଡ଼ିଶା ରିପୋର୍ଟର): କଟକ ବଡ଼ ମେଡିକାଲ ରେଡିଓଲୋଜି, ଡେଣ୍ଟାଲ, କାର୍ଡିଓଲୋଜି, ଅର୍ଥୋପେଡିକ୍ସ ବିଭାଗ ସମେତ ବିଭିନ୍ନ ଡାଇଗ୍ନୋଷ୍ଟିକ୍ ସେଣ୍ଟର ଉପରେ ଆଟମିକ୍ ଏନର୍ଜି ରେଗୁଲେଟୋରୀ ବୋର୍ଡର ଏକ ଟିମ୍ ଚଢ଼ାଉ କରିଛି। ଏହାଛଡ଼ା ଏସ୍‌ସିବିର ଡାଇଗ୍ନୋଷ୍ଟିକ୍ ବେଳେ ହେଉଥିବା ବିକିରଣର ମାତ୍ରା ମଧ୍ୟ ଯାଞ୍ଚ କରିଛି ଏହି ଟିମ୍। ବିକିରଣ ମାତ୍ରା ଠିକ୍ ନ ଥିବାରୁ ରେଡିଓଲୋଜି ବିଭାଗର ୫ଟି ଲାବ ଓ  ଅର୍ଥୋପେଡିକ୍ସ ବିଭାଗର ଗୋଟିଏ ଲାବକୁ ସିଲ୍ କରାଯାଇଛି।  ସେହିପରି SCB ଡେଣ୍ଟାଲ  […]

scb

Rakesh Mallick
  • Published: Tuesday, 28 November 2017
  • , Updated: 28 November 2017, 08:01 PM IST

କଟକ (ଓଡ଼ିଶା ରିପୋର୍ଟର): କଟକ ବଡ଼ ମେଡିକାଲ ରେଡିଓଲୋଜି, ଡେଣ୍ଟାଲ, କାର୍ଡିଓଲୋଜି, ଅର୍ଥୋପେଡିକ୍ସ ବିଭାଗ ସମେତ ବିଭିନ୍ନ ଡାଇଗ୍ନୋଷ୍ଟିକ୍ ସେଣ୍ଟର ଉପରେ ଆଟମିକ୍ ଏନର୍ଜି ରେଗୁଲେଟୋରୀ ବୋର୍ଡର ଏକ ଟିମ୍ ଚଢ଼ାଉ କରିଛି। ଏହାଛଡ଼ା ଏସ୍‌ସିବିର ଡାଇଗ୍ନୋଷ୍ଟିକ୍ ବେଳେ ହେଉଥିବା ବିକିରଣର ମାତ୍ରା ମଧ୍ୟ ଯାଞ୍ଚ କରିଛି ଏହି ଟିମ୍। ବିକିରଣ ମାତ୍ରା ଠିକ୍ ନ ଥିବାରୁ ରେଡିଓଲୋଜି ବିଭାଗର ୫ଟି ଲାବ ଓ  ଅର୍ଥୋପେଡିକ୍ସ ବିଭାଗର ଗୋଟିଏ ଲାବକୁ ସିଲ୍ କରାଯାଇଛି।  ସେହିପରି SCB ଡେଣ୍ଟାଲ  ବିଭାଗର ୩ଟି ଲାବ୍ ସିଲ୍ କରାଯିବା ସହ ୨ଟିକୁ ଚେତାବନୀ ମଧ୍ୟ ଦିଆଯାଇଛି।

Related story