ଏବେବି ଅପହଞ୍ଚ ୫ ପଞ୍ଚାୟତ, ଲୋଡ଼ା ଆହୁରି ୫ ସେତୁ

ମାଲକାନଗିରି (ଜିତେନ୍ଦ୍ର ବେଉରିଆ): ଗତକାଲି ଲୋକାର୍ପିତ ହେଲା ମାଲକାନଗିରି ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ‘ଗୁରୁପ୍ରିୟା’ ସେତୁ। ଏଥିପାଇଁ ରାଜ୍ୟ ସରକାରଙ୍କୁ ଲାଗିଲା ୭୦ ବର୍ଷ। ଶୁଣିବାକୁ ମିଳିଲା ବିଚ୍ଛିନ୍ନାଞ୍ଚଳବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣ ହେଲା। ତେବେ ଏଠି ପ୍ରଶ୍ନ ଉଠୁଛି, ସତରେ କ’ଣ ଏହି ସେତୁ ବିଚ୍ଛିନ୍ନାଞ୍ଚଳବାସୀଙ୍କ ଭାଗ୍ୟ ଖୋଲିବ? କିନ୍ତୁ ପ୍ରକୃତରେ ଅଥଳ ଜଳରାଶି ଭିତରେ ବର୍ଷ ବର୍ଷ ଧରି ଜଳବନ୍ଦୀ ଜୀବନ ଜୀଉଁଥିବା ବିଚ୍ଛିନ୍ନାଞ୍ଚଳର ୮ଟି ପଞ୍ଚାୟତରୁ ମାତ୍ର ୩ଟି ପଞ୍ଚାୟତ ବଡ଼ପଡ଼ା, […]

Five malkangiri panchayats still remain cut off

Rakesh Mallick
  • Published: Friday, 27 July 2018
  • Updated: 27 July 2018, 09:05 PM IST

ମାଲକାନଗିରି (ଜିତେନ୍ଦ୍ର ବେଉରିଆ): ଗତକାଲି ଲୋକାର୍ପିତ ହେଲା ମାଲକାନଗିରି ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ‘ଗୁରୁପ୍ରିୟା’ ସେତୁ। ଏଥିପାଇଁ ରାଜ୍ୟ ସରକାରଙ୍କୁ ଲାଗିଲା ୭୦ ବର୍ଷ। ଶୁଣିବାକୁ ମିଳିଲା ବିଚ୍ଛିନ୍ନାଞ୍ଚଳବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣ ହେଲା। ତେବେ ଏଠି ପ୍ରଶ୍ନ ଉଠୁଛି, ସତରେ କ’ଣ ଏହି ସେତୁ ବିଚ୍ଛିନ୍ନାଞ୍ଚଳବାସୀଙ୍କ ଭାଗ୍ୟ ଖୋଲିବ? କିନ୍ତୁ ପ୍ରକୃତରେ ଅଥଳ ଜଳରାଶି ଭିତରେ ବର୍ଷ ବର୍ଷ ଧରି ଜଳବନ୍ଦୀ ଜୀବନ ଜୀଉଁଥିବା ବିଚ୍ଛିନ୍ନାଞ୍ଚଳର ୮ଟି ପଞ୍ଚାୟତରୁ ମାତ୍ର ୩ଟି ପଞ୍ଚାୟତ ବଡ଼ପଡ଼ା, ପେପରମେଟଲା, ଧୂଳିପୁଟର ଲୋକମାନେ ଏହି ନୂଆ ସେତୁର ସୁଫଳ ପାଇବେ। ଆହୁରି ୫ଟି ପଞ୍ଚାୟତ ଯଥା- ପଣସପୁଟ, ଯନ୍ତ୍ରୀ, ଅଣ୍ଡ୍ରାପାଲି, ଯୋଡ଼ାଆମ୍ବ ଓ ଗାଜଲମାମୁଡ଼ିର ଲୋକଙ୍କ ଅବସ୍ଥା ଯଥା ପୂର୍ବଂ ତଥା ପରଂ। କାରଣ ଏସବୁ ପଞ୍ଚାୟତକୁ ଏବେ ମଧ୍ୟ ପାଣି ଘେରରେ ରହିଛି। ଅଞ୍ଚଳବାସୀ ଲଞ୍ଚରେ ବଡ଼ ବଡ଼ ନାଳ ପାରିହୋଇ ଯାଉଛନ୍ତି।

୧୯୬୦ ଦଶକରେ ମାଛକୁଣ୍ଡ ଜଳସେଚନ ଯୋଜନା ଓ ଅଶୀ ଦଶକରେ ବାଲିମେଳା ବିଦ୍ୟୁତ୍ ପ୍ରକଳ୍ପ ହୋଇଥିଲା। ଏହା ପରେ ମାଲକାନଗିରି ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ହୋଇଥିଲା ‘ଗୁରୁପ୍ରିୟା’ ସେତୁର ପରିକଳ୍ପନା। ଜଳବନ୍ଦୀ ଥିବା ୧୫୧ଟି ଗାଁର ଲୋକଙ୍କୁ ବିକାଶର ଧାରାରେ ସାମିଲ କରିବାକୁ ହୋଇଥିଲା ଉଦ୍ୟମ। ହେଲେ ତାହା ବାସ୍ତବ ରୂପ ନେବାକୁ ଲାଗିଗଲା ପାଖାପାଖି ୬ ଦଶନ୍ଧି। ତା’ସତ୍ତ୍ୱେ ବିଚ୍ଛିନ୍ନାଞ୍ଚଳର ସବୁ ଲୋକଙ୍କର ସମସ୍ୟା ଦୂର ହୋଇପାରିଲାନି। ଏବେ ବି ୫ଟି ଦୁର୍ଗମ ପଞ୍ଚାୟତକୁ ଯୋଡ଼ିବାକୁ ହେଲେ ଦରକାର ଆହୁରି ୫ଟି ପୋଲ। ଯାହା ଖୁବଶୀଘ୍ର ଆରମ୍ଭ ହେବ। ସରକାରଙ୍କ ସବୁ ଯୋଜନା ସେଠାରେ ପହଞ୍ଚିବ ବୋଲି କହିଛନ୍ତି ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ଶିଶା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story