ଓଡ଼ିଶାରେ ହରିଆନାର କ୍ରାଇମବ୍ରାଞ୍ଚ ଟିମ୍‌

ନୀଳଗିରି(ବିଶ୍ୱମ୍ଭର ଦାସ): ଓଡ଼ିଶାର ନୀଳଗିରିରେ ହରିଆନାର କ୍ରାଇମବ୍ରାଞ୍ଚ ଟିମ୍‌। ଗହଣା ଚୋରି ମାମଲାରେ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ ଜଣେ ଅଭିଯୁକ୍ତକୁ ଧରିବା ସହିତ କିଛି ଅଳଙ୍କାର ଜବତ କରିଛି। ଏବେ ମଧ୍ୟ ନୀଳଗିରି ପୁଲିସ ସହାୟତାରେ କ୍ରାଇମବ୍ରାଞ୍ଚ ଚଢ଼ଉ ଜାରି ରଖିଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଭିମେଇ ଗାଁର କାଶୀନାଥ ମଲ୍ଲିକ ହରିଆନାର ଗୁରୁଗ୍ରାମର ଡକ୍ଟର ଶୁଭ୍ରାଂଶୁରାଜ ଗୋୟଲଙ୍କ ଘରେ ଚାକର ଭାବେ କାମ କରୁଥିଲେ। ଘରେ କାମ କରୁଥିବା ବେଳେ ସେ ପରିବାର […]

Nilagiri

Nilagiri

Manoranjan Sial
  • Published: Saturday, 18 September 2021
  • Updated: 19 September 2021, 07:44 AM IST

Sports

Latest News

ନୀଳଗିରି(ବିଶ୍ୱମ୍ଭର ଦାସ): ଓଡ଼ିଶାର ନୀଳଗିରିରେ ହରିଆନାର କ୍ରାଇମବ୍ରାଞ୍ଚ ଟିମ୍‌। ଗହଣା ଚୋରି ମାମଲାରେ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ ଜଣେ ଅଭିଯୁକ୍ତକୁ ଧରିବା ସହିତ କିଛି ଅଳଙ୍କାର ଜବତ କରିଛି। ଏବେ ମଧ୍ୟ ନୀଳଗିରି ପୁଲିସ ସହାୟତାରେ କ୍ରାଇମବ୍ରାଞ୍ଚ ଚଢ଼ଉ ଜାରି ରଖିଛି।

ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଭିମେଇ ଗାଁର କାଶୀନାଥ ମଲ୍ଲିକ ହରିଆନାର ଗୁରୁଗ୍ରାମର ଡକ୍ଟର ଶୁଭ୍ରାଂଶୁରାଜ ଗୋୟଲଙ୍କ ଘରେ ଚାକର ଭାବେ କାମ କରୁଥିଲେ। ଘରେ କାମ କରୁଥିବା ବେଳେ ସେ ପରିବାର ଲୋକଙ୍କ ପ୍ରିୟଭାଜନ ହୋଇପାରିଥିଲେ। ଯେଉଁଥିପାଇଁ ଡକ୍ଟର ଶୁଭ୍ରାଂଶୁରାଜ ନିଜ ଘରର ଚାବି ତାଙ୍କ ହାତରେ ଦେଇ ସିମ୍‌ଲା ବୁଲିବାକୁ ଯାଇଥିଲେ। ଆଉ ଏହାର ସୁଯୋଗ ନେଇ କାଶୀନାଥ ଓ ତାଙ୍କ ସାଥୀମାନେ ତାଙ୍କ ଘରେ କଳାକନା ବୁଲାଇ ଦେଇଥିଲା।

ଘରେ ଥିବା ୨୭ ଲକ୍ଷରୁ ଅଧିକ ଟଙ୍କା ଅଳଙ୍କାର ଧରି ଚମ୍ପଟ ମାରିଥିଲା। ଡକ୍ଟର ଶୁଭ୍ରାଂଶୁରାଜ ସିମ୍‌ଲାରୁ ଫେରି ଦେଖିଲା ବେଳକୁ ଘରେ ସବୁ ମେଲା। ଗୋଦ୍‌ରେଜ ଭଙ୍ଗାଯାଇଛି ଓ ଚୋରି ହୋଇଛି। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ମାମଲାର ତଦନ୍ତ ଭାର ହରିଆଣା କ୍ରାଇମବ୍ରାଞ୍ଚ ନେଇଥିଲା।

କ୍ରାଇମବ୍ରାଞ୍ଚ ଟିମ୍‌ ମାମଲାର ତଦନ୍ତ ଆରମ୍ଭ କରି ଚାକର କାଶୀନାଥଙ୍କ ଠିକଣା ଖୋଜି ପାଇଥିଲା। ପରେ ୫ ଜଣିଆ ଟିମ୍‌ ନୀଳଗିରିରେ ପହଞ୍ଚିଲା। ହରିଆଣା କ୍ରାଇମବ୍ରାଞ୍ଚ ଓ ନୀଳଗିରି ପୁଲିସ ମିଳିତ ଭାବେ ଭିମେଇ ଗାଁରେ ଚଢ଼ଉ କରି କାଶୀନାଥଙ୍କୁ ଗିରଫ କରିଛି। ଚୋରି ହୋଇଥିବା ଗହଣା ଭିତରୁ ଅଳ୍ପ କିଛି ତା’ ପାଖରୁ ଉଦ୍ଧାର କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା କେତେ ଅଳଙ୍କାର ଉଦ୍ଧାର ହୋଇଛି, ତାହା ସ୍ପଷ୍ଟ ହୋଇନି। ଏବେ ମଧ୍ୟ କ୍ରାଇମବ୍ରାଞ୍ଚ ଚଢ଼ଉ ଜାରି ରଖିଛି।

ମିଳିଥିବା ସୂନାରୁ ପ୍ରକାଶ, ଲୁଟ୍‌ ହୋଇଥିବା ଅଳଙ୍କାର ଭିତରୁ ଅଧିକାଂଶ ସେ ବିକ୍ରି କରିଦେଇଥିବା ଜଣାପଡ଼ିଛି। ତେବେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ କ୍ରାଇମବ୍ରାଞ୍ଚ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story