ନକଲି ମଦ କାରଖାନା ଉପରେ ଚଢ଼ାଉ: ୫ ହଜାର ମଦ ବୋତଲ ଜବତ, ୨ ଗିରଫ

<p>ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ରୁପ୍&zwnj;ସା ଥାନା ଅନ୍ତର୍ଗତ ମୁଗଗିମୁଣ୍ଡିରେ ଏକ ନକଲି ମଦ କାରଖାନା ଉପରେ ଅବକାରୀ ବିଭାଗ ଚଢ଼ାଉ କରିଛି। ଚଢ଼ାଉ ବେଳେ ୫ ହଜାର ବିଦେଶୀ ମଦ ବୋତଲ ଜବତ କରାଯାଇଛି। ଏହାସହିତ ସ୍ପିରିଟ୍, ଠିପି, ଖାଲି ବୋତଲ ଓ ସ୍କୁଟି ଆଦି ଜବତ ହୋଇଛି। ଏହି ଘଟଣାରେ ଅବକାରୀ ବିଭାଗ ୨ ଜଣଙ୍କୁ ଗିରଫ କରିଛି।&nbsp; ଗିରଫ ଅଭିଯୁକ୍ତ ହେଲେ ଗଦାଧର ଘଡେଇ ଓ ତାଙ୍କ ମାଆ।</p> <p>ରୂପସାରୁ ଭୋଗରାଇକୁ ମଦ ଚୋରାଚାଲାଣ ହେଉଥିବା ଖବର ପାଇ ସ୍ଥାନୀୟ ପୋଲିସ ମଦ ଜବତ କରିବା ସହ ମଦ କାରଖାନା ନେଇ ସୂଚନା ପାଇଥିଲା।&nbsp; ଏହି ସୂଚନାକୁ ଆଧାର କରି ଗତକାଲି ରାତିରେ ବସ୍ତା ଅବକାରୀ ବିଭାଗ ଏହି ଚଢ଼ାଉ କରିଥିଲା। ଏନେଇ ଅଧିକ ତଦନ୍ତ ଚଳାଇଛି ଅବକାରୀ ବିଭାଗ।</p>

Ordigital Desk
  • Published: Wednesday, 22 November 2017
  • Updated: 22 November 2017, 11:44 AM IST

Sports

Latest News

<p>ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ରୁପ୍&zwnj;ସା ଥାନା ଅନ୍ତର୍ଗତ ମୁଗଗିମୁଣ୍ଡିରେ ଏକ ନକଲି ମଦ କାରଖାନା ଉପରେ ଅବକାରୀ ବିଭାଗ ଚଢ଼ାଉ କରିଛି। ଚଢ଼ାଉ ବେଳେ ୫ ହଜାର ବିଦେଶୀ ମଦ ବୋତଲ ଜବତ କରାଯାଇଛି। ଏହାସହିତ ସ୍ପିରିଟ୍, ଠିପି, ଖାଲି ବୋତଲ ଓ ସ୍କୁଟି ଆଦି ଜବତ ହୋଇଛି। ଏହି ଘଟଣାରେ ଅବକାରୀ ବିଭାଗ ୨ ଜଣଙ୍କୁ ଗିରଫ କରିଛି।&nbsp; ଗିରଫ ଅଭିଯୁକ୍ତ ହେଲେ ଗଦାଧର ଘଡେଇ ଓ ତାଙ୍କ ମାଆ।</p><p>ରୂପସାରୁ ଭୋଗରାଇକୁ ମଦ ଚୋରାଚାଲାଣ ହେଉଥିବା ଖବର ପାଇ ସ୍ଥାନୀୟ ପୋଲିସ ମଦ ଜବତ କରିବା ସହ ମଦ କାରଖାନା ନେଇ ସୂଚନା ପାଇଥିଲା।&nbsp; ଏହି ସୂଚନାକୁ ଆଧାର କରି ଗତକାଲି ରାତିରେ ବସ୍ତା ଅବକାରୀ ବିଭାଗ ଏହି ଚଢ଼ାଉ କରିଥିଲା। ଏନେଇ ଅଧିକ ତଦନ୍ତ ଚଳାଇଛି ଅବକାରୀ ବିଭାଗ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos