ଭୁବନେଶ୍ୱରରୁ ଆଜିଠୁ ଉଡ଼ିବ ବିମାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ମାସ ପରେ ଦେଶରେ ଆଜିଠୁ ପୁଣି ଥରେ ଆରମ୍ଭ ହେଉଛି ଘରୋଇ ବିମାନ ସେବା । ଭୁବନେଶ୍ୱର ଅନ୍ତର୍ଜାତୀୟ ଏୟାରପୋର୍ଟରେ  ଆଜି ୧୧ ଯୋଡ଼ା ବିମାନ  ଉଡ଼ିବା ନେଇ ସୂଚନା ମିଳିଛି। ଦିଲ୍ଲୀ, ହାଇଦ୍ରାବାଦ୍, ବେଙ୍ଗାଲୁରୁ ସହର ଭଳି ୧୧ଟି ସହରକୁ ଭୁବନେଶ୍ୱରରୁ ଆଜି ବିମାନ ଉଡ଼ିବ । ହେଲେ ଏହା ପୂର୍ବରୁ ଫ୍ଲାଇଟ ଚଳାଚଳ ପ୍ରସ୍ତୁତି ଅଭ୍ୟାସ ହୋଇଛି । ବିମାନ ବନ୍ଦର କର୍ତ୍ତୃପକ୍ଷ ଏନେଇ ଡେମୋ କରିଛନ୍ତି । ଏୟାରପୋର୍ଟ […]

bbsr-1

bbsr-1

Niharika Rout
  • Published: Monday, 25 May 2020
  • Updated: 25 May 2020, 08:09 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ମାସ ପରେ ଦେଶରେ ଆଜିଠୁ ପୁଣି ଥରେ ଆରମ୍ଭ ହେଉଛି ଘରୋଇ ବିମାନ ସେବା । ଭୁବନେଶ୍ୱର ଅନ୍ତର୍ଜାତୀୟ ଏୟାରପୋର୍ଟରେ  ଆଜି ୧୧ ଯୋଡ଼ା ବିମାନ  ଉଡ଼ିବା ନେଇ ସୂଚନା ମିଳିଛି।

ଦିଲ୍ଲୀ, ହାଇଦ୍ରାବାଦ୍, ବେଙ୍ଗାଲୁରୁ ସହର ଭଳି ୧୧ଟି ସହରକୁ ଭୁବନେଶ୍ୱରରୁ ଆଜି ବିମାନ ଉଡ଼ିବ । ହେଲେ ଏହା ପୂର୍ବରୁ ଫ୍ଲାଇଟ ଚଳାଚଳ ପ୍ରସ୍ତୁତି ଅଭ୍ୟାସ ହୋଇଛି । ବିମାନ ବନ୍ଦର କର୍ତ୍ତୃପକ୍ଷ ଏନେଇ ଡେମୋ କରିଛନ୍ତି ।

ଏୟାରପୋର୍ଟ ଟର୍ମିନାଲ ପରିସରରେ ଟଚ୍-ଫ୍ରି ସେବା ଯୋଗାଇବା ପାଇଁ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ପୂର୍ବରୁ କହିଥିଲେ । ଏହାକୁ କିଭଳି ସଫଳ ଭାବେ କାର୍ଯ୍ୟକାରୀ କରିହେବ ସେଥିପାଇଁ ବିମାନ ବନ୍ଦରରେ ଅଭ୍ୟାସ ହୋଇଥିଲା । ସେହିଭଳି ବିମାନ ବନ୍ଦରରେ ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍‌ ଓ ବ୍ୟବହାର ଉପଯୋଗୀ ସ୍ଥାନଗୁଡିକୁ ସାନିଟାଇଜ୍ କରଯାଇଛି । ବିମାନ ବନ୍ଦରର ଚେକ୍-ଇନ୍-ଗେଟ୍, ପ୍ରବେଶ ପଥ ଓ ଅନ୍ୟ ସ୍ଥାନରେ ସାମାଜିକ ଦୂରତା ରଖିବାକୁ ଚିହ୍ନ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story