୯ରୁ ପୁଣି ଭୁବନେଶ୍ୱରରୁ ସୁରତକୁ ଉଡ଼ିବ ବିମାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୯ ତାରିଖରୁ ଭୁବନେଶ୍ୱରରୁ ସୁରତ ମଧ୍ୟରେ ସିଧାସଳଖ ବିମାନ ସେବା ପୁଣି ଆରମ୍ଭ ହେବ । ଏୟାର ଇଣ୍ଡିଆ ପକ୍ଷରୁ ସୁରତରୁ ଅପରାହ୍ନ ୩.୩୦ରେ ଉଡାଣ ଆରମ୍ଭ କରି ୫.୨୦ରେ  ଭୁବନେଶ୍ୱରରେ ପହଞ୍ଚିବ ବିମାନ । ସେହିଭଳି ଭୁବନେଶ୍ୱରରୁ ଅପରାହ୍ନ ୪ଟା୨୦ରେ ଉଡାଣ ଆରମ୍ଭ କରି ରାତି ୮ଟା୧୦ ମିନିଟରେ ସୁରତରେ ପହଞ୍ଚିବ । ସପ୍ତାହର ସୋମବାର ଓ ବୁଧବାର ଦୁଇ ଦିନ ଏହି ବିମାନ ସେବା ଯୋଗାଇ ଦିଆଯିବ।  ଗତବର୍ଷ ଭୁବନେଶ୍ୱରରୁ ସୁରତ […]

flight-1

flight-1

Niharika Rout
  • Published: Friday, 04 September 2020
  • Updated: 04 September 2020, 07:43 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୯ ତାରିଖରୁ ଭୁବନେଶ୍ୱରରୁ ସୁରତ ମଧ୍ୟରେ ସିଧାସଳଖ ବିମାନ ସେବା ପୁଣି ଆରମ୍ଭ ହେବ । ଏୟାର ଇଣ୍ଡିଆ ପକ୍ଷରୁ ସୁରତରୁ ଅପରାହ୍ନ ୩.୩୦ରେ ଉଡାଣ ଆରମ୍ଭ କରି ୫.୨୦ରେ  ଭୁବନେଶ୍ୱରରେ ପହଞ୍ଚିବ ବିମାନ । ସେହିଭଳି ଭୁବନେଶ୍ୱରରୁ ଅପରାହ୍ନ ୪ଟା୨୦ରେ ଉଡାଣ ଆରମ୍ଭ କରି ରାତି ୮ଟା୧୦ ମିନିଟରେ ସୁରତରେ ପହଞ୍ଚିବ । ସପ୍ତାହର ସୋମବାର ଓ ବୁଧବାର ଦୁଇ ଦିନ ଏହି ବିମାନ ସେବା ଯୋଗାଇ ଦିଆଯିବ। 

ଗତବର୍ଷ ଭୁବନେଶ୍ୱରରୁ ସୁରତ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଥିଲା । କିନ୍ତୁ କୋଭିଡ୍ କଟକଣା ପରେ ବିମାନ ଚଳାଚଳ ବନ୍ଦ ରଖାଯାଇଥିଲା । ଏହାପୂର୍ବରୁ ଭୁବନେଶ୍ୱରରୁ ନାଗପୁରକୁ ଇଣ୍ଡିଗୋ ବିମାନ ସେବା ଆରମ୍ଭ ହୋଇଛି । ଏହାବ୍ୟତୀତ ଦିଲ୍ଲୀ,ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ,ନାଗପୁର, ରାୟପୁର, ସୁରତ ଓ ଝାରସୁଗୁଡ଼ାକୁ ସିଧାସଳଖ ବିମାନ ଭୁବନେଶ୍ୱରରୁ ଉପଲବ୍ଧ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story