ଅନୁଭବଙ୍କୁ ଘେରିଲେ ଲୋକେ

ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର) ବନ୍ୟାଞ୍ଚଳ ପରିଦର୍ଶନ ବେଳେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଉପରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କୁ ଘେରି ବିଭିନ୍ନ ପ୍ରଶ୍ନ ପଚାରିଥିଲେ ବନ୍ୟା ପୀଡ଼ିତ।  ବନ୍ୟାର ଏତେ ଦିନ ପରେ ଗତକାଲି ରାତି ପ୍ରାୟ ସାଢ଼େ ଆଠଟାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ଗାଁରେ ପହଞ୍ଚିଥିଲେ ଅନୁଭବ। ତାଙ୍କୁ ଦେଖିବା ପରେ ଘେରି ଯାଇଥିଲେ ସ୍ଥାନୀୟ ଲୋକେ ଏବଂ ନିଜ ନିଜର ଦୁଃଖ ଦୁର୍ଦ୍ଦଶା କହିବା ସହିତ ଅସନ୍ତୋଷ ମଧ୍ୟ ପ୍ରକାଶ […]

yio-1

yio-1

Tapas Behera
  • Published: Tuesday, 01 September 2020
  • Updated: 01 September 2020, 07:13 PM IST

Sports

Latest News

ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର) ବନ୍ୟାଞ୍ଚଳ ପରିଦର୍ଶନ ବେଳେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଉପରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କୁ ଘେରି ବିଭିନ୍ନ ପ୍ରଶ୍ନ ପଚାରିଥିଲେ ବନ୍ୟା ପୀଡ଼ିତ।  ବନ୍ୟାର ଏତେ ଦିନ ପରେ ଗତକାଲି ରାତି ପ୍ରାୟ ସାଢ଼େ ଆଠଟାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ଗାଁରେ ପହଞ୍ଚିଥିଲେ ଅନୁଭବ।

ତାଙ୍କୁ ଦେଖିବା ପରେ ଘେରି ଯାଇଥିଲେ ସ୍ଥାନୀୟ ଲୋକେ ଏବଂ ନିଜ ନିଜର ଦୁଃଖ ଦୁର୍ଦ୍ଦଶା କହିବା ସହିତ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ। ସେମାନେ ଅଭିଯୋଗ କରିଥିଲେ, ଆପଣ କେବେ ଆମ ଏରିଆକୁ ଆସୁ ନାହାନ୍ତି। ଯେତେବେଳେ ଆଜିର ବନ୍ୟା ସମୟରେ ଆସିଛନ୍ତି, ତେବେ ସବୁଆଡ଼େ ବୁଲନ୍ତୁ। ବିଶେଷ କରି ତଳିଆ ଅଞ୍ଚଳକୁ ଯାଇ ଦେଖନ୍ତୁ। ଲୋକେ କିପରି ଅଛନ୍ତି  ସେମାନେ କିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ?

ହେଲେ ସେ ବନ୍ୟା ପୀଡ଼ିତଙ୍କ ଦୁଃଖ ବୁଝିବେ କଣ, ଓଲଟି ସେମାନଙ୍କ ଉପରେ ବିରକ୍ତି ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା। ବନ୍ୟା ପୀଡ଼ିତ ସ୍ଥାନୀୟ ଲୋକଙ୍କ କଥା ଶୁଣିବା ବଦଳରେ ବିରକ୍ତ ହୋଇ ସେ ସେଠାରୁ ପଳାଇ ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story