ବୈତରଣୀରେ ବନ୍ୟା ; ଭଣ୍ଡାରିପୋଖରୀ, ଧାମନଗରରୁ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ

ଭଦ୍ରକ(ପାର୍ଥସାରଥୀ ନାୟକ): ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବନ୍ୟା ଆସିଛି । ଭଣ୍ଡାରିପୋଖରୀର ୮ ଓ ଧାମନଗରର ୭ ପଞ୍ଚାୟତ ପାଣି ଘେରରେ ଅଛି । ମାଳଦା ନିକଟ ଶରତା ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଦୋବଲ ନିକଟ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ଭଣ୍ଡାରିପୋଖରୀ ଓ ଧାମନଗରରୁ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଆଖୁଆପଦାରେ ବିପଦ ସଙ୍କେତଠାରୁ ୨ ମିଟର ଉପରେ ବନ୍ୟାଜଳ ହେଉଛି । […]

FLOOD-2-1

FLOOD-2-1

Niharika Rout
  • Published: Thursday, 27 August 2020
  • Updated: 27 August 2020, 08:05 AM IST

Sports

Latest News

ଭଦ୍ରକ(ପାର୍ଥସାରଥୀ ନାୟକ): ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବନ୍ୟା ଆସିଛି । ଭଣ୍ଡାରିପୋଖରୀର ୮ ଓ ଧାମନଗରର ୭ ପଞ୍ଚାୟତ ପାଣି ଘେରରେ ଅଛି । ମାଳଦା ନିକଟ ଶରତା ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଦୋବଲ ନିକଟ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି।

ଫଳରେ ଭଣ୍ଡାରିପୋଖରୀ ଓ ଧାମନଗରରୁ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଆଖୁଆପଦାରେ ବିପଦ ସଙ୍କେତଠାରୁ ୨ ମିଟର ଉପରେ ବନ୍ୟାଜଳ ହେଉଛି । ବିପଦ ସଙ୍କେତ ୧୭.୮୩ ମି ଥିବା ବେଳେ ପ୍ରବାହିତ ହେଉଛି ୧୯.୫୬ ମିଟର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos