ପ୍ରବଳ ବର୍ଷା: ମାଲକାନଗିରି ବାହ୍ୟ ଜଗତରୁ ବିଚ୍ଛିନ୍ନ
ମାଲକାନଗିରି (ଜିତେନ୍ଦ୍ର ବେଉରା): ଗତକାଲିଠାରୁ ମାଲକାନଗିରି ଜିଲ୍ଲାରେ ବର୍ଷା ଜାରି ରହିଛି। ଫଳରେ ମାଲକାନଗିରି ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ପାଙ୍ଗାମ ନଦୀରେ ବନ୍ୟାଜଳ ଆସିବାରୁ ବଢ଼ି ପରିସ୍ଥିତି ସୃଷ୍ଟି ହୋଇଛି। ମାଲକାନଗିରି-ଜୟପୁର ରାସ୍ତାରେ ପାଣି ବହୁଛି। ସେହିପରି ପୋଟେରୁ ଓ କାଙ୍କରକୋଣ୍ଡା ନଦୀରେ ମଧ୍ୟ ଜଳପତ୍ତନ ବୃଦ୍ଧି ପାଇଛି। ତେଣୁ ମାଲକାନଗିରି-କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଅଧିକ ପଢ଼ନ୍ତୁ-ମାଲକାନଗିରିରେ ଲଗାଣ ବର୍ଷା: ପୋଲ ଉପରେ ୫ ଫୁଟ୍ ପାଣି
ମାଲକାନଗିରି (ଜିତେନ୍ଦ୍ର ବେଉରା): ଗତକାଲିଠାରୁ ମାଲକାନଗିରି ଜିଲ୍ଲାରେ ବର୍ଷା ଜାରି ରହିଛି। ଫଳରେ ମାଲକାନଗିରି ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ପାଙ୍ଗାମ ନଦୀରେ ବନ୍ୟାଜଳ ଆସିବାରୁ ବଢ଼ି ପରିସ୍ଥିତି ସୃଷ୍ଟି ହୋଇଛି। ମାଲକାନଗିରି-ଜୟପୁର ରାସ୍ତାରେ ପାଣି ବହୁଛି।
ସେହିପରି ପୋଟେରୁ ଓ କାଙ୍କରକୋଣ୍ଡା ନଦୀରେ ମଧ୍ୟ ଜଳପତ୍ତନ ବୃଦ୍ଧି ପାଇଛି। ତେଣୁ ମାଲକାନଗିରି-କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ଅଧିକ ପଢ଼ନ୍ତୁ-ମାଲକାନଗିରିରେ ଲଗାଣ ବର୍ଷା: ପୋଲ ଉପରେ ୫ ଫୁଟ୍ ପାଣି