ଲଗାଣ ବର୍ଷାରେ ସ୍ଥିତି ବେହାଲ; ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗରେ ବନ୍ୟା ସ୍ଥିତି

ଭଦ୍ରକ/ଯାଜପୁର/ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ଲଘୁଚାପଜନିତ ଲଗାଣ ବର୍ଷା ହେତୁ ରାଜ୍ୟର ଅଧିକାଂଶ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ବହୁ ଗାଁ ଜଳମଗ୍ନ ହୋଇଯାଇଥିବା ବେଳେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗରେ ବନ୍ୟା ସ୍ଥିତି ଲାଗି ରହିଛି । ଆଖୁଆପଦାଠାରେ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବୈତରଣୀ ବନ୍ୟା ଜଳରେ ଯାଜପୁରରେ ୩ଟି ଘାଇ ସୃଷ୍ଟି ହୋଇଛି । ମାଟିଆଗଡ଼ା, ଅରୁଆଳ ଓ ରୁଦ୍ରପୁରରେ ଘାଇ ହୋଇଥିବାରୁ ଲୋକେ ଆତଙ୍କିତ […]

jajpur-ghai-1

jajpur-ghai-1

Niharika Rout
  • Published: Friday, 28 August 2020
  • Updated: 28 August 2020, 10:59 AM IST

Sports

Latest News

ଭଦ୍ରକ/ଯାଜପୁର/ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ଲଘୁଚାପଜନିତ ଲଗାଣ ବର୍ଷା ହେତୁ ରାଜ୍ୟର ଅଧିକାଂଶ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ବହୁ ଗାଁ ଜଳମଗ୍ନ ହୋଇଯାଇଥିବା ବେଳେ ଗମନାଗମନ ବାଧାପ୍ରାପ୍ତ ହୋଇଛି।

ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗରେ ବନ୍ୟା ସ୍ଥିତି ଲାଗି ରହିଛି । ଆଖୁଆପଦାଠାରେ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବୈତରଣୀ ବନ୍ୟା ଜଳରେ ଯାଜପୁରରେ ୩ଟି ଘାଇ ସୃଷ୍ଟି ହୋଇଛି । ମାଟିଆଗଡ଼ା, ଅରୁଆଳ ଓ ରୁଦ୍ରପୁରରେ ଘାଇ ହୋଇଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

ସେପଟେ ବୈତରଣୀ, ଖରସ୍ରୋତା ଓ ବ୍ରାହ୍ମଣୀ ନଦୀର ବନ୍ୟା ଜଳ ଯାଜପୁରରେ ପ୍ରବାହିତ ହେଉଥିବାରୁ ଜିଲ୍ଲାର ୮ଟି ବ୍ଲକ ପ୍ରଭାବିତ ହୋଇଛି । ରସୁଲପୁର, ବିଞ୍ଝାରପୁର, ଯାଜପୁର, ଦଶରଥପୁର, ବଡଚଣା, ଧର୍ମଶାଳା, ବରୀ ଓ କୋରେଇ ବ୍ଳକ କ୍ଷତିଗ୍ରସ୍ତ ହୋଇଛି ।

ଜଳକା ନଦୀ ବିପଦ ସଂକେତ ଉପରେ ଥିଲେ ବି ଜଳସ୍ତର ଖସୁଛି । ସେହିଭଳି ରାଜଘାଟ ନିକଟରେ ବିପଦ ସଙ୍କେତ ଉପରେ ପାଣି ପ୍ରବାହିତ ହେଉଛି। ସୁବର୍ଣ୍ଣରେଖା ନଦୀ ରାଜଘାଟରେ ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ଏବେ ୧୦.୯୪ ମିଟର ଉପରେ ପ୍ରବାହିତ ହେଉଛି । ୫ ନମ୍ବର ଏନ୍ଏଚ୍‌ରେ ବୁଢ଼ାବଳଙ୍ଗ ନଦୀ ବିପଦ ସଙ୍କେତ ତଳକୁ ପ୍ରବାହିତ ହେଉଛି । ବୁଢ଼ାବଳଙ୍ଗର ବିପଦ ସଙ୍କେତ ୮.୧୩ ମିଟର ଥିବାବେଳେ ଏବେ ୮ ମିଟର ଉପରେ ପ୍ରବାହିତ ହେଉଛି ।

 ବୈତରଣୀର ଜଳସ୍ତର କମୁଥିଲେ ମଧ୍ୟ ଆଖୁଆପଦାରେ ଏହା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।  ଆଖୁଆପଦାରେ  ବିପଦସଙ୍କେତ ୧୭.୮୩ ମିଟର ଥିବା ବେଳେ ବୈତରଣୀର ଜଳସ୍ତର ରହିଛି ୧୯. ୭୨।  ଏବେବି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଓ ଧାମନଗର ବ୍ଲକର ଅନେକ ଅଞ୍ଚଳ ଜଳବନ୍ଦୀ ରହିଛି । ଏହି ଦୁଇ ବ୍ଲକର ବହୁ ପଞ୍ଚାୟତ ପାଣିଘେରରେ ରହିଛି । ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଯାଇଛି । ରହଣିଆ ପଞ୍ଚାୟତର ସବୁ ଗାଁ ପାଣିଘେରରେ ରହିଥିବାରୁ ଲୋକେ ୩ ଦିନ ଧରି ବାହାରକୁ ବାହାରି ପାରୁନାହାନ୍ତି । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story