ଭୁବନେଶ୍ୱର: ରାସ୍ତା ଥିଲା, ହଠାତ୍ ନଦୀ ହୋଇଗଲା !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଅଧଘଣ୍ଟାର ବର୍ଷାରେ ଜଣାର୍ଣ୍ଣବ ରାଜଧାନୀ।  ଆଜି ଅପରାହ୍ଣରେ ହଠାତ ରାଜଧାନୀ ଭୁବନେଶ୍ୱର ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ଏହା ପରେ ହଠାତ୍ ମୁଷଳ ଧାରାରେ ବର୍ଷିଥିଲା । ସ୍ଥିତି ଏମିତି ହୋଇଥିଲା ଯେ ମାତ୍ର ଅଧଘଣ୍ଟାରେ ବୁଡ଼ି ଯାଇଥିଲା। ରାଜଧାନୀର ବହୁ ପ୍ରମୁଖ ଅଞ୍ଚଳ ବିଶେଷକରି ଇସ୍କନ ମନ୍ଦିର ସାମ୍ନା ଜାତୀୟ ରାଜପଥ, ନୟାପଲ୍ଲୀ ବେହେରା ସାହି, ବମିଖାଲ, ଲକ୍ଷ୍ମୀ ସାଗର ଓ ସୁନ୍ଦରପଦା ଅଞ୍ଚଳରେ କୁତ୍ରିମ ବନ୍ୟା ସୃଷ୍ଟି ହୋଇ […]

5gn

5gn

Tapas Behera
  • Published: Sunday, 04 July 2021
  • Updated: 04 July 2021, 07:54 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଅଧଘଣ୍ଟାର ବର୍ଷାରେ ଜଣାର୍ଣ୍ଣବ ରାଜଧାନୀ।  ଆଜି ଅପରାହ୍ଣରେ ହଠାତ ରାଜଧାନୀ ଭୁବନେଶ୍ୱର ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ଏହା ପରେ ହଠାତ୍ ମୁଷଳ ଧାରାରେ ବର୍ଷିଥିଲା । ସ୍ଥିତି ଏମିତି ହୋଇଥିଲା ଯେ ମାତ୍ର ଅଧଘଣ୍ଟାରେ ବୁଡ଼ି ଯାଇଥିଲା।

ରାଜଧାନୀର ବହୁ ପ୍ରମୁଖ ଅଞ୍ଚଳ ବିଶେଷକରି ଇସ୍କନ ମନ୍ଦିର ସାମ୍ନା ଜାତୀୟ ରାଜପଥ, ନୟାପଲ୍ଲୀ ବେହେରା ସାହି, ବମିଖାଲ, ଲକ୍ଷ୍ମୀ ସାଗର ଓ ସୁନ୍ଦରପଦା ଅଞ୍ଚଳରେ କୁତ୍ରିମ ବନ୍ୟା ସୃଷ୍ଟି ହୋଇ ଦୟନୀୟ ସ୍ଥିତି ହୋଇଥିଲା। ଜାତୀୟ ରାଜପଥରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବାରୁ ରାସ୍ତାରେ ଯାଆସ ଠପ୍  ହୋଇଯାଇଥିଲା ।

ଏପରିକି ପାଣି ସୁଅରେ ବୁଡ଼ି ଯାଇଥିଲା ବହୁ କାର ଓ ବାଇକ୍ ତଳିଆ ଅଞ୍ଚଳରେ କେଉଁଠି କେଉଁଠି ଅଣ୍ଟାଏ ଉଚ୍ଚର ପାଣି ମଧ୍ୟ ଛିଡ଼ା ହୋଇ ରହିଥିଲା । ରାସ୍ତାରେ ଖାଲ ଓ ଢିପ ଜାଣି ନପାରି ବହୁ ବାଇକ ଆରୋହୀ ରାସ୍ତାରେ ପଡ଼ି ଆହତ ହୋଇଥିବା ବେଳେ କାର ଡ୍ରାଇଭର ବି ନିରୁପାୟ ହୋଇ ପ଼ଡ଼ିଥିଲେ । ମାତ୍ର ଅଧଘଣ୍ଟାଏ ଭିତରେ ରାଜଧାନୀର ଏ ଜଳାର୍ଣ୍ଣବ ସ୍ଥିତି ସ୍ମାର୍ଟସିଟି ବାସିନ୍ଦାଙ୍କୁ ନାକେଦମ କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story