ପେଜ ଗଳା ରାସ୍ତାରେ ୩ ଫୁଟ୍‌ ଉଚ୍ଚରେ ବହୁଛି ପାଣି

ଜଳେଶ୍ୱର (ଅଜିତ୍ କୁମାର ଦାସ): ବାତ୍ୟା ‘ତିତ୍‌ଲି’ ପ୍ରଭାବରେ ହୋଇଥିବା ବର୍ଷା ଛାଡ଼ି ଯାଇଛି। ହେଲେ ନଦୀ ଗୁଡ଼ିକର ଜଳସ୍ତର କମି ନାହିଁ। ବାଲେଶ୍ୱର ଜିଲ୍ଲାର ବସ୍ତା-ବାଲିଆପାଳର ଲାଇଫ୍‌ଲାଇନ୍‌ କୁହାଯାଉଥିବା ପେଜ ଗଳା ରାସ୍ତା ଉପରେ ୩ ଫୁଟ୍‌ ଉଚ୍ଚର ପାଣି ପ୍ରବାହିତ ହେଉଛି। ତେଣୁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଏଠାରେ ଜଳକା ନଦୀର ବିପଦ ସଙ୍କେତ ୫.୫୦ ମିଟର ଥିଲା ବେଳେ ସକାଳ ୭ଟାରେ ୫.୫୧ ମିଟର ରହିଥିଲା।

banyaa2

Jitendra Garnayak
  • Published: Sunday, 14 October 2018
  • , Updated: 14 October 2018, 10:12 AM IST

ଜଳେଶ୍ୱର (ଅଜିତ୍ କୁମାର ଦାସ): ବାତ୍ୟା ‘ତିତ୍‌ଲି’ ପ୍ରଭାବରେ ହୋଇଥିବା ବର୍ଷା ଛାଡ଼ି ଯାଇଛି। ହେଲେ ନଦୀ ଗୁଡ଼ିକର ଜଳସ୍ତର କମି ନାହିଁ।

ବାଲେଶ୍ୱର ଜିଲ୍ଲାର ବସ୍ତା-ବାଲିଆପାଳର ଲାଇଫ୍‌ଲାଇନ୍‌ କୁହାଯାଉଥିବା ପେଜ ଗଳା ରାସ୍ତା ଉପରେ ୩ ଫୁଟ୍‌ ଉଚ୍ଚର ପାଣି ପ୍ରବାହିତ ହେଉଛି। ତେଣୁ ଗମନାଗମନ ବାଧାପ୍ରାପ୍ତ ହୋଇଛି।

ଏଠାରେ ଜଳକା ନଦୀର ବିପଦ ସଙ୍କେତ ୫.୫୦ ମିଟର ଥିଲା ବେଳେ ସକାଳ ୭ଟାରେ ୫.୫୧ ମିଟର ରହିଥିଲା।

Related story