ପେଜ ଗଳା ରାସ୍ତାରେ ୩ ଫୁଟ୍ ଉଚ୍ଚରେ ବହୁଛି ପାଣି
ଜଳେଶ୍ୱର (ଅଜିତ୍ କୁମାର ଦାସ): ବାତ୍ୟା ‘ତିତ୍ଲି’ ପ୍ରଭାବରେ ହୋଇଥିବା ବର୍ଷା ଛାଡ଼ି ଯାଇଛି। ହେଲେ ନଦୀ ଗୁଡ଼ିକର ଜଳସ୍ତର କମି ନାହିଁ। ବାଲେଶ୍ୱର ଜିଲ୍ଲାର ବସ୍ତା-ବାଲିଆପାଳର ଲାଇଫ୍ଲାଇନ୍ କୁହାଯାଉଥିବା ପେଜ ଗଳା ରାସ୍ତା ଉପରେ ୩ ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେଉଛି। ତେଣୁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଏଠାରେ ଜଳକା ନଦୀର ବିପଦ ସଙ୍କେତ ୫.୫୦ ମିଟର ଥିଲା ବେଳେ ସକାଳ ୭ଟାରେ ୫.୫୧ ମିଟର ରହିଥିଲା।
ଜଳେଶ୍ୱର (ଅଜିତ୍ କୁମାର ଦାସ): ବାତ୍ୟା ‘ତିତ୍ଲି’ ପ୍ରଭାବରେ ହୋଇଥିବା ବର୍ଷା ଛାଡ଼ି ଯାଇଛି। ହେଲେ ନଦୀ ଗୁଡ଼ିକର ଜଳସ୍ତର କମି ନାହିଁ।
ବାଲେଶ୍ୱର ଜିଲ୍ଲାର ବସ୍ତା-ବାଲିଆପାଳର ଲାଇଫ୍ଲାଇନ୍ କୁହାଯାଉଥିବା ପେଜ ଗଳା ରାସ୍ତା ଉପରେ ୩ ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେଉଛି। ତେଣୁ ଗମନାଗମନ ବାଧାପ୍ରାପ୍ତ ହୋଇଛି।
ଏଠାରେ ଜଳକା ନଦୀର ବିପଦ ସଙ୍କେତ ୫.୫୦ ମିଟର ଥିଲା ବେଳେ ସକାଳ ୭ଟାରେ ୫.୫୧ ମିଟର ରହିଥିଲା।