କୁଳ ଲଙ୍ଘିଲା ଧନୁଆ ନଦୀ, ବାଘମାରିରେ ବୁଡ଼ିଲା ଏନଏଚ୍‌; ନିମାପଡ଼ା-ଭୁବନେଶ୍ୱର ଯୋଗାଯୋଗ ଠପ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବନ୍ୟା ପରିସ୍ଥିତି ଉଦବେଗଜନକ ଥିବା ବେଳେ କୁଳ ଲଘୁଂଛି ଗୋଟିଏ ପରେ ଗୋଟିଏ ନଦୀ। ଗତକାଲି ରାତିରେ ଧନୁଆ ନଦୀ କୂଳ ଲଙ୍ଘିବାରୁ ନିମାପଡ଼ା-ଭୁବନେଶ୍ୱର ମୁଖ୍ୟ ରାସ୍ତା ଉପରେ ପ୍ରବାହିତ ହେଉଛି ବନ୍ୟାପାଣି । ଫଳରେ ନିମାପଡ଼ା-ଭୁବନେଶ୍ୱର ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଛି  । ଧନୁଆ ନଦୀ କୂଳ ଲଙ୍ଘିବାରୁ ଗରପଦାଠାରେ ରାସ୍ତାରେ ୨ ଫୁଟ୍‌ ଉଚ୍ଚର ପାଣି ପ୍ରବାହିତ ହେଉଛି।  ଏହାବାଦ ଧନୁଆ ଛକ ରାସ୍ତା ଉପରେ ୩ ଫୁଟ୍ […]

baghamari

baghamari

Niharika Rout
  • Published: Wednesday, 17 August 2022
  • Updated: 17 August 2022, 09:32 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବନ୍ୟା ପରିସ୍ଥିତି ଉଦବେଗଜନକ ଥିବା ବେଳେ କୁଳ ଲଘୁଂଛି ଗୋଟିଏ ପରେ ଗୋଟିଏ ନଦୀ। ଗତକାଲି ରାତିରେ ଧନୁଆ ନଦୀ କୂଳ ଲଙ୍ଘିବାରୁ ନିମାପଡ଼ା-ଭୁବନେଶ୍ୱର ମୁଖ୍ୟ ରାସ୍ତା ଉପରେ ପ୍ରବାହିତ ହେଉଛି ବନ୍ୟାପାଣି । ଫଳରେ ନିମାପଡ଼ା-ଭୁବନେଶ୍ୱର ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଛି  ।

ଧନୁଆ ନଦୀ କୂଳ ଲଙ୍ଘିବାରୁ ଗରପଦାଠାରେ ରାସ୍ତାରେ ୨ ଫୁଟ୍‌ ଉଚ୍ଚର ପାଣି ପ୍ରବାହିତ ହେଉଛି।  ଏହାବାଦ ଧନୁଆ ଛକ ରାସ୍ତା ଉପରେ ୩ ଫୁଟ୍ ପାଣି ପାଇଁ ପ୍ରବାହିତ ହୋଇଛି । ବଳଙ୍ଗା-ନିମାପଡ଼ା ମୁଖ୍ୟ ରାସ୍ତାର ଧନୁଆ ଛକରେ ବି ପାଣି ଚାଲିବାରୁ ଗମନାଗମନ ବନ୍ଦ ହୋଇଯାଇଛି ।

ସେହିପରି ବାଘମାରିରେ ବନ୍ୟା ଜଳ ପ୍ରବାହିତ ହୋଇ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ-୫୭ ବାଘମାରିଠାରେ ବୁଡ଼ିଯାଇଛି । ମହାନଦୀର ଶାଖା ନଦୀ ରଣ ନଦୀର ପାଣି ରାସ୍ତା ଉପରେ ପ୍ରାୟ  ଦେଢ଼ ଫୁଟ ଉଚ୍ଚରେ ପ୍ରବାହିତ ହେଉଛି । ତେଣୁ ଯାତାୟାତ ବାଧାପ୍ରାପ୍ତ ହୋଇପଡ଼ିଛି । ଅଟ୍ରି ଉଷ୍ଣ ପ୍ରସବଣ ଭିତରେ ବି ୫ ଫୁଟ୍‌ର ବନ୍ୟାଜଳ ପଶିଛି ।

ବନ୍ୟା ଜଳ ବଢ଼ୁଥିବାରୁ କେଉଁଠି ଘାଇ ହେଉଛି ତ କେଉଁଠି ରାସ୍ତା ଉପରେ ଲହଡ଼ି ମାଡ଼ୁଛି ପାଣି। ଫଳରେ ଲୋକଙ୍କ ମନରେ ଛନକା ପଶୁଥିବା ବେଳେ ରାତି ରାତି ରାତି ଘାଇ ପାଖରେ ଜଗି ରହୁଛନ୍ତି।ତେବେ କୌଣସି ସରକାରୀ ଅଧିକାରୀଙ୍କ ଦେଖା ନ ଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story