ଓଡ଼ିଶାରେ ପ୍ରଥମ ଥର ପାଇଁ ଦୁଇ ପିଲାଙ୍କ ଦେହରେ ‘କରୋନା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପ୍ରଥମ ଥର ପାଇଁ ଦୁଇ ଜଣ ଶିଶୁ କନ୍ୟା ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ଜଣଙ୍କର ବୟସ ୯ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ୫ ବର୍ଷ। ଏମାନେ ‘କରୋନା’ରେ ମୃତ୍ୟୁ ହୋଇଥିବା ୭୨ ବର୍ଷୀୟ ବ୍ୟକ୍ତିଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ସେମାନଙ୍କ ଘର ଭୁବନେଶ୍ୱର ଝାରପଡ଼ାର ୪୨ ନମ୍ବରର। ସେହିପରି ଝାରପଡ଼ା ଅଞ୍ଚଳରେ ଜଣେ ୩୭ ବର୍ଷୀୟ ମହିଳା ମଧ୍ୟ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ଏବେ ସେମାନଙ୍କୁ କିମ୍‌ସ ଆଇସୋଲେସନ୍‌ରେ […]

Corona-4-1-1

Corona-4-1-1

Manoranjan Sial
  • Published: Friday, 10 April 2020
  • Updated: 10 April 2020, 08:33 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପ୍ରଥମ ଥର ପାଇଁ ଦୁଇ ଜଣ ଶିଶୁ କନ୍ୟା ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ଜଣଙ୍କର ବୟସ ୯ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ୫ ବର୍ଷ। ଏମାନେ ‘କରୋନା’ରେ ମୃତ୍ୟୁ ହୋଇଥିବା ୭୨ ବର୍ଷୀୟ ବ୍ୟକ୍ତିଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ସେମାନଙ୍କ ଘର ଭୁବନେଶ୍ୱର ଝାରପଡ଼ାର ୪୨ ନମ୍ବରର। ସେହିପରି ଝାରପଡ଼ା ଅଞ୍ଚଳରେ ଜଣେ ୩୭ ବର୍ଷୀୟ ମହିଳା ମଧ୍ୟ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ଏବେ ସେମାନଙ୍କୁ କିମ୍‌ସ ଆଇସୋଲେସନ୍‌ରେ ରଖାଯାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସ୍ପଷ୍ଟ କରିଛି।

ଏପ୍ରିଲ ୪ ତାରିଖରେ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ୭୨ ବର୍ଷୀୟ ବ୍ୟକ୍ତିଙ୍କୁ ପରିବାର ଲୋକ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ତାଙ୍କର ରକ୍ତ ଓ ସ୍ୱାବ୍‌ ଟେଷ୍ଟ କରାଯାଇଥିଲା। ରିପୋଟ୍‌ରେ ତାଙ୍କୁ ‘କରୋନା’ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏମ୍ସ କର୍ତ୍ତୃପକ୍ଷ ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇଥିଲା। ତା’ପରେ ସ୍ୱାସ୍ଥ୍ୟ ବିଭାଗ ପୁଣି ଥରେ ଆର୍‌ଏମ୍‌ସିରେ ତାଙ୍କର ରକ୍ତ ଓ ସ୍ୱାବ୍‌ ଟେଷ୍ଟ କରିଥିଲା। ରିପୋଟ୍‌ରେ ତାଙ୍କୁ ‘କରୋନା’ ହୋଇଥିବା ସ୍ପଷ୍ଟ କରିଥିଲା। ଏହା ପରେ ସ୍ୱାସ୍ଥ୍ୟ ବିଭାଗ ମୃତକଙ୍କ ସମ୍ପର୍କୀୟଙ୍କୁ ଆଣି କ୍ୱାରେଣ୍ଟାଇନ୍‌ରେ ରଖିଥିଲା। ତେବେ ଗତକାଲି ଆସିଥିବା ରିପୋଟ୍‌ରେ ମୃତକଙ୍କ ସମ୍ପର୍କୀୟ ଦୁଇ ଶିଶୁ ଓ ଜଣେ ୩୭ ବର୍ଷୀୟ ମହିଳା ‘କରୋନା’ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ଗତକାଲି ଗୋଟିଏ ଦିନରେ ୬ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଥିଲେ। ସେଥିରେ ଢେଙ୍କାନାଳରେ ଜଣେ, ପଶ୍ଚିମବଙ୍ଗର ମେଦନାପୁରରୁ ଭୁବନେଶ୍ୱର ଆସି ଚିକିତ୍ସିତ ହେଉଥିଲେ ଜଣେ, ଝାରପଡ଼ାର ଦୁଇ ଝିଅ ସହ ଜଣେ ମହିଳା ଓ କଳାହାଣ୍ଡିର ଜଣେ ୨୦ ବର୍ଷୀୟ ଯୁବକ ଅଛନ୍ତି। ଚିହ୍ନଟ ହୋଇଥିବା କଳାହାଣ୍ଡିର ଯୁବକ ଜଣକ ହେଉଛନ୍ତି ୪୫ ନମ୍ବର ‘କରୋନା’ ଆକ୍ରାନ୍ତ। ଆଜି ତାଙ୍କର ଟ୍ରାଭେଲ୍‌ ହିଷ୍ଟ୍ରି ଜାରି ହୋଇଛି।

ଯୁବକ ଜଣକ ବେହେରାଗୁଡ଼ା ଗାଁରେ ମାର୍ଚ୍ଚ ୨୦ ଓ ୨୧ ତାରିଖରେ ସାଙ୍ଗଙ୍କ ସହ ମିଳାମିଶା କରିଥିଲେ। ମାର୍ଚ୍ଚ ୨୨ରୁ ୨୪ ତାରିଖ ଭିତରେ ଘର ଲୋକଙ୍କ ସହିତ ମିଶିଥିଲେ।  ମାର୍ଚ୍ଚ ୨୫ ତାରିଖରେ ନିଜ ଗାଁର ତେଜରାତି ଦୋକାନକୁ ଯାଇଥିଲେ। ମାର୍ଚ୍ଚ ୨୬ରୁ ଏପ୍ରିଲ୍‌ ୩ ତାରିଖ ମଧ୍ୟରେ କୁଆଡ଼େ ଯାଇ ନଥିଲେ। ଏପ୍ରିଲ୍‌ ୪ ତାରିଖରେ ବାହାରିନ୍‌ ଫେରନ୍ତା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏନେଇ ଜଣାପଡ଼ିବା ପରେ ଏପ୍ରିଲ ୫ ତାରିଖରେ ତାଙ୍କୁ ସୋସିଆ ସ୍ଥିତ ଇନ୍‌ଷ୍ଟିଚ୍ୟୁସନାଲ୍‌ କ୍ୱାରେଣ୍ଟାଇନ୍‌ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ୯ ତାରିଖରେ ସାମ୍ପଲ ସଂଗ୍ରହ କରାଯାଇଥିଲା। ଆଜି ତାଙ୍କୁ ଅଶ୍ୱିନୀ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।

ସୂଚନାରୁ ପ୍ରକାଶ, ଆଜି ସୁଦ୍ଧା ରାଜ୍ୟରେ ୪୮ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି। ଏବେ ୪୫ ଜଣ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ସଂକ୍ରମଣ ଅଞ୍ଚଳକୁ ସିଲ୍‌ କରି ସାନିଟାଇଜ୍‌ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story