ଅବିର ଲଗାଇ, ମିଠା ଖୁଆଇ ବିଦେଶୀ ପାଳିଲେ ହୋଲି

<p>କୋଣାର୍କ(ଓଡ଼ିଶା ରିପୋର୍ଟର): ଆଜି ରଙ୍ଗର ପର୍ବ ହୋଲି। ଏହା କେବଳ ଭାରତୀୟ ନୁହନ୍ତି ବିଦେଶୀ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଛନ୍ତି। ପାରମ୍ପରିକ ଓଡ଼ିଆ ରୀତିନୀତିରେ ହୋଲି ଉତ୍ସବ ପାଳିଛନ୍ତି ବିଦେଶୀ। ବିଦେଶୀ ମହିଳାମାନେ ଶାଢ଼ି ପିନ୍ଧି ପରସ୍ପରକୁ ମିଠା ଖୁଆଇବା ସହ ଅବିର ଲଗାଇ ଉତ୍ସବ ପାଳିଛନ୍ତି। ପ୍ରତିବର୍ଷ ଭଲି ପୁରୀ କୋଣାର୍କର ଲୋଟସ ରିସର୍ଟରେ ପାଳନ ହୋଇଥିଲା ହୋଲିର ଆସର।</p> <p>କୁଶଭଦ୍ରା ନଦୀ ତଟରେ ଆୟୋଜିତ ଏହି ଉତ୍ସବରେ ରୁଷିଆର ୨୫ରୁ ଅଧିକ ବିଦେଶୀ ନାଗରିକ ହୋଲି ଉତ୍ସବରେ ସାମିଲ ହୋଇଥିଲେ। ଦୀର୍ଘ ୯ ବର୍ଷ ଧରି ଏଠାରେ ପାଳିତ ହୋଇ ଆସୁଛି ହୋଲି ଉତ୍ସବ।</p>

Ordigital Desk
  • Published: Friday, 02 March 2018
  • Updated: 02 March 2018, 02:07 PM IST

Sports

Latest News

<p>କୋଣାର୍କ(ଓଡ଼ିଶା ରିପୋର୍ଟର): ଆଜି ରଙ୍ଗର ପର୍ବ ହୋଲି। ଏହା କେବଳ ଭାରତୀୟ ନୁହନ୍ତି ବିଦେଶୀ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଛନ୍ତି। ପାରମ୍ପରିକ ଓଡ଼ିଆ ରୀତିନୀତିରେ ହୋଲି ଉତ୍ସବ ପାଳିଛନ୍ତି ବିଦେଶୀ। ବିଦେଶୀ ମହିଳାମାନେ ଶାଢ଼ି ପିନ୍ଧି ପରସ୍ପରକୁ ମିଠା ଖୁଆଇବା ସହ ଅବିର ଲଗାଇ ଉତ୍ସବ ପାଳିଛନ୍ତି। ପ୍ରତିବର୍ଷ ଭଲି ପୁରୀ କୋଣାର୍କର ଲୋଟସ ରିସର୍ଟରେ ପାଳନ ହୋଇଥିଲା ହୋଲିର ଆସର।</p><p>କୁଶଭଦ୍ରା ନଦୀ ତଟରେ ଆୟୋଜିତ ଏହି ଉତ୍ସବରେ ରୁଷିଆର ୨୫ରୁ ଅଧିକ ବିଦେଶୀ ନାଗରିକ ହୋଲି ଉତ୍ସବରେ ସାମିଲ ହୋଇଥିଲେ। ଦୀର୍ଘ ୯ ବର୍ଷ ଧରି ଏଠାରେ ପାଳିତ ହୋଇ ଆସୁଛି ହୋଲି ଉତ୍ସବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos