ବିଦେଶିନୀ ଦେହ ବ୍ୟବସାୟ କରୁଥିଲେ ବୋଲି ଘର ମାଲିକ ଜାଣିଥିଲେ ତ ?

ଭୁବନେଶ୍ୱର: ବିଦେଶିନୀ ସେକ୍ସ ଲିଙ୍କ ପ୍ରସଙ୍ଗରେ ପଚରାଉଚରା ପାଇଁ ଘର ମାଲିକକୁ ଡକାଇଛି ପୋଲିସ। ଘରର ମାଲିକ କୋଲକତାର ହୋଇଥିବାରୁ ଦୁଇଦିନ ମଧ୍ୟରେ ଆସି ଥାନାରେ ନିଜ ପକ୍ଷ ରଖିବେ ବୋଲି ଫୋନ ଯୋଗେ ପୋଲିସକୁ ଜଣାଇଛନ୍ତି। ଘର ଭଡା ଦେବା ପୂର୍ବରୁ ଭଡାଟିଆଙ୍କ ସୂଚନା ସ୍ଥାନୀୟ ଥାନକୁ ଦେଇଥିଲେ କି ନାହିଁ ? ଘରେ ହାଇ ପ୍ରୋଫାଇଲ ସେକ୍ସ କାରବାର ଚାଲୁଥିବା ବେଳେ ସେ ଏ ସମ୍ପର୍କରେ ଜାଣିଥିଲେ କି  ନାହିଁ ଆଦି ପ୍ରଶ୍ନର ସମ୍ମୁଖୀନ […]

crime

crime

Rakesh Mallick
  • Published: Friday, 28 July 2017
  • Updated: 28 July 2017, 07:48 PM IST

Sports

Latest News

ଭୁବନେଶ୍ୱର: ବିଦେଶିନୀ ସେକ୍ସ ଲିଙ୍କ ପ୍ରସଙ୍ଗରେ ପଚରାଉଚରା ପାଇଁ ଘର ମାଲିକକୁ ଡକାଇଛି ପୋଲିସ। ଘରର ମାଲିକ କୋଲକତାର ହୋଇଥିବାରୁ ଦୁଇଦିନ ମଧ୍ୟରେ ଆସି ଥାନାରେ ନିଜ ପକ୍ଷ ରଖିବେ ବୋଲି ଫୋନ ଯୋଗେ ପୋଲିସକୁ ଜଣାଇଛନ୍ତି।

ଘର ଭଡା ଦେବା ପୂର୍ବରୁ ଭଡାଟିଆଙ୍କ ସୂଚନା ସ୍ଥାନୀୟ ଥାନକୁ ଦେଇଥିଲେ କି ନାହିଁ ? ଘରେ ହାଇ ପ୍ରୋଫାଇଲ ସେକ୍ସ କାରବାର ଚାଲୁଥିବା ବେଳେ ସେ ଏ ସମ୍ପର୍କରେ ଜାଣିଥିଲେ କି  ନାହିଁ ଆଦି ପ୍ରଶ୍ନର ସମ୍ମୁଖୀନ ହୋଇପାରନ୍ତି। ତେବେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିଲେ ତାଙ୍କ ଘରକୁ ବେଶ୍ୟାଳୟ ବୋଲି ଘୋଷଣା କରିବାକୁ ପୋଲିସ ଉଦ୍ୟମ ଆରମ୍ଭ କରିବ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story