ସାହସିକତା ଦେଖାଇଲେ ଫରେଷ୍ଟ ଗାର୍ଡ, ନିଆଁ ହୁଳା ଧରି ହାତୀ ଘଉଡାଇଲେ

ରେଢାଖୋଲ (ରମାକାନ୍ତ ମହାନନ୍ଦ): ବିରାଟକାୟ ଦନ୍ତା ହାତୀ। ଲୋକଙ୍କୁ ଦେକି ଖେଦିଯାଉଛି। ଏ ମୁଣ୍ଡରୁ ସେ ମୁଣ୍ଡକୁ ଗୋଡାଇ ନେଉଛି। ହାତୀର ଏପରି ଉଗ୍ର ରୂପ ଦେଖି ଗାଁ ଲୋକ ଭୟଭୀତ ହୋଇଯାଇଥିଲେ। ହାତୀକୁ ସାମ୍ନା କରିବା ପାଇଁ ସାହସ କରିପାରୁନଥିଲେ। ହେଲେ ହାତୀକୁ ନଡରି ସାମ୍ନା କରିଥିଲେ ଫରେଷ୍ଟ ଗାର୍ଡ ଚିତ୍ତରଞ୍ଜନ ମିରି। ହାତରେ ନିଆଁ ହୁଳା ଧରି ହାତୀକୁ ଘଉଡାଇଥିଲେ। ନିଆଁ ଦେଖିବା ପରେ ହାତୀଟି ଜଙ୍ଗଲକୁ ଫେରିଥିଲା। ବନ କର୍ମଚାରୀଙ୍କ ଏପରି ସହସିକତାର […]

Elephant

Elephant

Manoranjan Sial
  • Published: Thursday, 17 February 2022
  • Updated: 17 February 2022, 09:00 PM IST

Sports

Latest News

ରେଢାଖୋଲ (ରମାକାନ୍ତ ମହାନନ୍ଦ): ବିରାଟକାୟ ଦନ୍ତା ହାତୀ। ଲୋକଙ୍କୁ ଦେକି ଖେଦିଯାଉଛି। ଏ ମୁଣ୍ଡରୁ ସେ ମୁଣ୍ଡକୁ ଗୋଡାଇ ନେଉଛି। ହାତୀର ଏପରି ଉଗ୍ର ରୂପ ଦେଖି ଗାଁ ଲୋକ ଭୟଭୀତ ହୋଇଯାଇଥିଲେ। ହାତୀକୁ ସାମ୍ନା କରିବା ପାଇଁ ସାହସ କରିପାରୁନଥିଲେ। ହେଲେ ହାତୀକୁ ନଡରି ସାମ୍ନା କରିଥିଲେ ଫରେଷ୍ଟ ଗାର୍ଡ ଚିତ୍ତରଞ୍ଜନ ମିରି। ହାତରେ ନିଆଁ ହୁଳା ଧରି ହାତୀକୁ ଘଉଡାଇଥିଲେ। ନିଆଁ ଦେଖିବା ପରେ ହାତୀଟି ଜଙ୍ଗଲକୁ ଫେରିଥିଲା। ବନ କର୍ମଚାରୀଙ୍କ ଏପରି ସହସିକତାର ଭିଡିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ଯାଉଛି।

ଦୁଇଦିନ ତଳେ ରେଢାଖୋଲ ବନଖଣ୍ଡ ଅନ୍ତର୍ଗତ ନାକଟିଦେଉଳ ରେଞ୍ଜର ଚଡ଼ଚଡି ଗାଁ ପାଖ ଜଙ୍ଗଲରେ ଗୋଟିଏ ଦନ୍ତାହାତୀ ଘୂରି ବୁଲୁଥିଲା। ଅପରାହ୍ନରେ ଗାଁ ମୁହାଁ ହେଉଥିଲା। ଏ ସମ୍ପର୍କରେ ଖବରପାଇ ଚଡଚଡି ସେକ୍ସନର ଫରେଷ୍ଟ ଗାର୍ଡ ଚିତ୍ତରଞ୍ଜନ ମିରି ଗାଁରେ ପହଞ୍ଚିଥିଲେ। ସେହି ସମୟରେ ହାତୀ ଜଣଙ୍କ ବାଡ଼ିରେ ପଶିଥିଲା। ସୁରକ୍ଷା ଦୃଷ୍ଟିରୁ ସେ ପ୍ରଥମେ ଗହଳି ହଟାଇଥିଲେ। ତା’ପରେ ବାଉଁଶ ବାଡିରେ ନିଆଁ ହୁଳା ଧରି ଘୋଉଡାଇ ଥିଲେ। ହେଲେ ହାତୀ ଯାଇନଥିଲା। ବରଂ ତାଙ୍କ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ବେଶ୍‌ କିଛି ସମୟ ଧରି ହାତୀ ସହ ମୁହାଁମୁହିଁ ହୋଇଥିଲେ ଚିତ୍ତରଞ୍ଜନ। ଏହା  ପରେ ଦନ୍ତା ହାତୀଟି ଆପେ ଆପେ ସେଠାରୁ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା।

ହାତୀ ଘୋଉଡାଇବା ବେଳେ ପାଖରେ ଅନେକ ଗାଁ ଲୋକ ଥିଲେ। ସେମାନେ ଭୟରେ ପାଖ ମାଡୁନଥିଲେ। ଚିତ୍ତରଞ୍ଜନ ହାତୀ ଘଉଡାଇଲା ବେଳେ ଗାଁ ଲୋକଙ୍କ ଭିତରୁ କେହି ଜଣେ ମୋବାଇଲରେ ପୂରା ଦୃଶ୍ୟକୁ ରେକଡିଂ କରିଥିଲେ। ପରେ ସେହି ଭିଡିଓଙ୍କ ଭାଇରାଲ କରିଦେଇଥିଲେ। ସେହି ଭିଡିଓ ଏବେ ସୋଶାଲ ମିଡ଼ିଆରେ ଘୂରୀ ବୁଲୁଛି। ଚିତ୍ତରଞ୍ଜନଙ୍କ ଏପରି ସାହାସିକତା କାର୍ଯ୍ୟ ପାଇଁ ତାଙ୍କୁ ସବୁଠି ମିଳୁଛି ପ୍ରଶଂସା।

ଫରେଷ୍ଟ ଗାର୍ଡ  ଚିତ୍ତରଞ୍ଜନ ମିରି କହିଛନ୍ତି, “ହାତୀ ସାଥୀଙ୍କଠାରୁ ଖବର ପାଇ ଗାଁରେ ପହଞ୍ଚିଥିଲୁ। ହାତୀଟି ଜଣକ ବାଡ଼ିରେ ବୁଲୁଥିବା ଦେଖିବାକୁ ପାଇଥିଲୁ। ହାତୀକୁ ଘଉଡାଇବା ପୂର୍ବରୁ ପ୍ରଥମେ ଗହଳୀ ହଟାଇଥିଲୁ। ତା’ପରେ ହାତୀ ଘଉଡାଇବାକୁ ଚେଷ୍ଟା କରିଥିଲୁ। ମାତ୍ର ହାତୀ ଯାଇନଥିଲା। କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ନିଆଁ ହୁଳା ଦେଖାଇ ଘଉଡାଇ ଥିଲି। ଏହା ନିଶ୍ଚିତ ବିପଦ ପୂର୍ଣ୍ଣ। ବନ କର୍ମଚାରୀ ହେଉ ବା ସାଧାରଣ ଜନତା ଏପରି କରିବା କଥା ନୁହେଁ। କିନ୍ତୁ ପରିସ୍ଥିତି ସେମିତି କରିବାକୁ ମୋତେ ବାଧ୍ୟ କରିଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story