ଉଦ୍ଧାର କରିବାକୁ ଯାଇଥିଲେ, ଝୁଣି ପକାଇଲା ବାର୍‌ହା

ସୋନପୁର (ରବୀନ୍ଦ୍ର ହୋତା): ମରିଯାଇଛି ଭାବି ପାଣିରେ ଭାସୁଥିବା ବାର୍‌ହାକୁ ଉଦ୍ଧାର କରିବା ପାଇଁ ଯାଇଥିଲେ ଫରେଷ୍ଟ ଗାର୍ଡ। ହେଲେ ଗର୍ଜନ କରି ଲମ୍ଫ ମାରିଥିଲା। ଆଉ ଫରେଷ୍ଟ ଗାର୍ଡଙ୍କୁ ଝୁଣି ପକାଇଥିଲା। ଶନିବାର ସକାଳେ ଏପରି ଚିତ୍ର ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ। ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ରଢିଆପାଲି କ୍ଷୀରପୁର ଅଞ୍ଚଳରେ ଏକ କେନାଲରେ ଗୋଟିଏ ବାର୍‌ହା ପଡ଼ି ଯାଇଥିଲା। ଶନିବାର ସକାଳେ ଗାଁ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଫରେଷ୍ଟ ଗାର୍ଡ ଅଶୁତୋଷ […]

Forest-Guard

Forest-Guard

Manoranjan Sial
  • Published: Saturday, 29 October 2022
  • Updated: 29 October 2022, 06:16 PM IST

Sports

Latest News

ସୋନପୁର (ରବୀନ୍ଦ୍ର ହୋତା): ମରିଯାଇଛି ଭାବି ପାଣିରେ ଭାସୁଥିବା ବାର୍‌ହାକୁ ଉଦ୍ଧାର କରିବା ପାଇଁ ଯାଇଥିଲେ ଫରେଷ୍ଟ ଗାର୍ଡ। ହେଲେ ଗର୍ଜନ କରି ଲମ୍ଫ ମାରିଥିଲା। ଆଉ ଫରେଷ୍ଟ ଗାର୍ଡଙ୍କୁ ଝୁଣି ପକାଇଥିଲା। ଶନିବାର ସକାଳେ ଏପରି ଚିତ୍ର ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ।

ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ରଢିଆପାଲି କ୍ଷୀରପୁର ଅଞ୍ଚଳରେ ଏକ କେନାଲରେ ଗୋଟିଏ ବାର୍‌ହା ପଡ଼ି ଯାଇଥିଲା। ଶନିବାର ସକାଳେ ଗାଁ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଫରେଷ୍ଟ ଗାର୍ଡ ଅଶୁତୋଷ ହୋତା ସେଠାରେ ପହଞ୍ଚିଥିଲେ। ବାର୍‌ହାଟି ପାଣିରେ ଭାସୁଥିବାରୁ ମରିଯାଇଥିଲେ। ତେଣୁ ତାକୁ ପାଣିରୁ ଉଠାଇ ଆଣିବାକୁ ଉଦ୍ୟମ କରୁଥିଲେ ଫରେଷ୍ଟ ଗାର୍ଡ ଶ୍ରୀ ହୋତା ଓ ଗାଁ ଲୋକେ। ଏହି ସମୟରେ ମୁମୂର୍ଷୁ ଅବସ୍ଥାରେ ପାଣିରେ ଭାସୁଥିବା ବାର୍‌ହାଟି ଆକ୍ରମଣ କରିଥିଲା। ଫଳରେ ଶ୍ରୀ ହୋତା ଗୁରୁତର ଆହତ ହୋଇଥିଲେ।  ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ଫରେଷ୍ଟ ଗାର୍ଡଙ୍କୁ ଆକ୍ରମଣ କରିବା ପରେ ବାର୍‌ହାଟି ଜଙ୍ଗଲକୁ ପଳାଇ ଯାଇଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story