୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଜଣେ ଠିକାଦାରଙ୍କ ବିଲ୍‌ କରାଇ ଦେବାକୁ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଓଡ଼ିଶା ବନ ଉନ୍ନୟନ ନିଗମର କଣ୍ଟାମାଲ ଏସ୍‌ଡିଏମ୍‌ ବିକ୍ରମ କୁମାର ସାହୁ। ତାଙ୍କୁ ଗିରଫ କରାଯାଇ ବୌଦ୍ଧ ଅଣାଯିବା ପରେ ଫୁଲବାଣୀ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ, କଣ୍ଟାମାଲର ରୁଣ୍ଡିମହୁଲ ଗାଁର ସତ୍ୟନାରାୟଣ ଖଟୁଆ ଚାରା ରୋପଣ ପାଇଁ ଠିକା ନେଇଥିଲେ। ତାଙ୍କର ଦୁଇଟି ବିଲ୍‌ ଏସ୍‌ଡିଏମ୍ […]

bribe

bribe

Jitendra Garnayak
  • Published: Thursday, 27 June 2019
  • Updated: 27 June 2019, 10:22 PM IST

Sports

Latest News

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଜଣେ ଠିକାଦାରଙ୍କ ବିଲ୍‌ କରାଇ ଦେବାକୁ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଓଡ଼ିଶା ବନ ଉନ୍ନୟନ ନିଗମର କଣ୍ଟାମାଲ ଏସ୍‌ଡିଏମ୍‌ ବିକ୍ରମ କୁମାର ସାହୁ। ତାଙ୍କୁ ଗିରଫ କରାଯାଇ ବୌଦ୍ଧ ଅଣାଯିବା ପରେ ଫୁଲବାଣୀ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି।

ସୂଚନା ଅନୁଯାୟୀ, କଣ୍ଟାମାଲର ରୁଣ୍ଡିମହୁଲ ଗାଁର ସତ୍ୟନାରାୟଣ ଖଟୁଆ ଚାରା ରୋପଣ ପାଇଁ ଠିକା ନେଇଥିଲେ। ତାଙ୍କର ଦୁଇଟି ବିଲ୍‌ ଏସ୍‌ଡିଏମ୍ ବିକ୍ରମ କୁମାର ସାହୁ ପାସ୍ କରି ଦେଇଥିବା ବେଳେ ତୃତୀୟ ବିଲ୍ ପାସ୍ ପାଇଁ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାପରେ ଠିକାଦାର ଶ୍ରୀ ଖଟୁଆ ଭିଜିଲାନ୍ସ ଏସ୍‌ପିଙ୍କ ସହ ଯୋଗାଯୋଗ କରି ଏ ସଂପର୍କରେ ଜଣାଇଥିଲେ।

ଭିଜିଲାନ୍ସ ବିଭାଗର ଯୋଜନା ଅନୁଯାୟୀ ଶ୍ରୀ ଖଟୁଆ ଆଜି ଏସ୍‌ଡିଏମ୍‌ ବିକ୍ରମ କୁମାର ସାହୁଙ୍କୁ ୧୨ ହଜାର ଟଙ୍କା ଦେଇଥିଲେ। ସେତିକି ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଚଢ଼ଉ କରିଥିଲେ ଓ ତାଙ୍କୁ ଉକ୍ତ ଟଙ୍କା ସହିତ ଧରିଥିଲେ। ଭିଜିଲାନ୍ସ ଡିଏସ୍‌ପି ରବିକାନ୍ତ ସୁନାଙ୍କ ନେତୃତ୍ୱରେ ଏହି ଚଢ଼ଉ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story