ହାତୀ ପାଇଁ ବନ୍ଧା ପଡ଼ିଛନ୍ତି ଫରେଷ୍ଟର

କରଞ୍ଜିଆ(ଦୀପକ ମହାନ୍ତ): ଅତିଷ୍ଠ କଲାଣି ହାତୀ ଉପଦ୍ରବ । କେତେବେଳେ ହାତୀ ହାବୁଡ଼ରେ ପଡ଼ି ଜୀବନ ଯାଉଛି ତ କେତେବେଳେ ଯାଉଛି ବର୍ଷ ଯାକର ଫସଲ । ଶୁଣୁନି ବିଭାଗ, ମିଳୁନି କ୍ଷତିପୂରଣ। ଏହା ଅସହ୍ୟ ହେବାରୁ ଲୋକେ ଉଠାଇଛନ୍ତି ଚରମ ପଦକ୍ଷେପ । ଏପରିକି ଉତ୍ତ୍ୟକ୍ତ ଲୋକଙ୍କ ପୁଞ୍ଜିଭୂତ ଅସନ୍ତୋଷର ଶିକାର ହୋଇଛନ୍ତି ଫରେଷ୍ଟର ଓ ବନ କର୍ମଚାରୀ। ଏପରିକି ଗତକାଲି ବିଳମ୍ବିତ ରାତିରୁ ସେମାନଙ୍କୁ ଉତ୍ତ୍ୟକ୍ତ ଗ୍ରାମବାସୀ ଅଟକ ରଖିଥିବା ଜଣାଯାଇଛି। ଏପରି ଅଭାବନୀୟ […]

forester

forester

Niharika Rout
  • Published: Wednesday, 21 September 2022
  • Updated: 21 September 2022, 06:37 PM IST

Sports

Latest News

କରଞ୍ଜିଆ(ଦୀପକ ମହାନ୍ତ): ଅତିଷ୍ଠ କଲାଣି ହାତୀ ଉପଦ୍ରବ । କେତେବେଳେ ହାତୀ ହାବୁଡ଼ରେ ପଡ଼ି ଜୀବନ ଯାଉଛି ତ କେତେବେଳେ ଯାଉଛି ବର୍ଷ ଯାକର ଫସଲ । ଶୁଣୁନି ବିଭାଗ, ମିଳୁନି କ୍ଷତିପୂରଣ। ଏହା ଅସହ୍ୟ ହେବାରୁ ଲୋକେ ଉଠାଇଛନ୍ତି ଚରମ ପଦକ୍ଷେପ । ଏପରିକି ଉତ୍ତ୍ୟକ୍ତ ଲୋକଙ୍କ ପୁଞ୍ଜିଭୂତ ଅସନ୍ତୋଷର ଶିକାର ହୋଇଛନ୍ତି ଫରେଷ୍ଟର ଓ ବନ କର୍ମଚାରୀ। ଏପରିକି ଗତକାଲି ବିଳମ୍ବିତ ରାତିରୁ ସେମାନଙ୍କୁ ଉତ୍ତ୍ୟକ୍ତ ଗ୍ରାମବାସୀ ଅଟକ ରଖିଥିବା ଜଣାଯାଇଛି। ଏପରି ଅଭାବନୀୟ ଘଟଣା ଗତକାଲି ରାତିରେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅଧୀନ ପୁରୁଣା ଦେଓଗାଁରେ ଘଟିଛି।

କରଞ୍ଜିଆ ବନଖଣ୍ଡରେ ହାତୀ ପଶିଥିବା ସୂଚନା ପାଇ ଗତ ରାତିରେ ଦରି ଫୋରେଷ୍ଟର ଫାଗୁରାମ ବେଶ୍ରା ଏବଂ ୧୦ଜଣ  ଅସ୍ଥାୟୀ ବନ କର୍ମଚାରୀ ଜଙ୍ଗଲକୁ ଯାଇଥିଲେ। ମାତ୍ର ବିଳମ୍ବିତ ରାତିରେ ସେମାନେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଉଚ୍ଚବାଚ ହୋଇଥିଲା। ହାତୀ ଉପଦ୍ରବରେ ଅତିଷ୍ଠ ଲୋକେ ଏଥିନିମନ୍ତେ ବନ ବିଭାଗର ଉଦାସୀନତାକୁ ଦାୟୀ କରିଥିଲେ। ଏପରିକି କ୍ଷୟକ୍ଷତି ହେଲେ ବନ ବିଭାଗ କ୍ଷତିପୂରଣ ଦେବାରେ ବିଳମ୍ବ କରୁଥିବା ଅଭିଯୋଗ କରିଥିଲେ।

ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାରୁ ପୁରୁଣା ଦେଓଗାଁର ପ୍ରାୟ ଶତାଧିକ ଲୋକେ ଦରି ଫୋରେଷ୍ଟର ଫାଗୁରାମ ବେଶ୍ରା ଏବଂ ୧୦ଜଣ  ଅସ୍ଥାୟୀ ବନ କର୍ମଚାରୀଙ୍କୁ ଅଟକ ରଖିଛନ୍ତି। ହାତୀମାନଙ୍କୁ ତୁରନ୍ତ ଘଉଡେଇବା, ହାତୀ ଦ୍ୱାରା ହୋଇଥିବା କ୍ଷୟକ୍ଷତିର କ୍ଷତି ପୂରଣ ତୁରନ୍ତ ଯୋଗାଇବା ସହିତ ଦରି ଫରେଷ୍ଟରଙ୍କ ବଦଳି ଦାବି କରି ଅଟକ ରଖିଛନ୍ତି ପୁରୁଣା ଦେଓଗାଁ ଲୋକେ ।

[caption id="attachment_767985" align="aligncenter" width="650"]elephant କରଞ୍ଜିଆ ବନାଞ୍ଚଳରେ ହାତୀ ଉପଦ୍ରବ ।[/caption]

ଖବର ପାଇ ଆଜି ସକାଳେ ଦୁଧିଆଣି ରେଞ୍ଜର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରୁଛନ୍ତି। ତେବେ ରେଞ୍ଜର ଓ ଡିଏଫଓ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ଅଟକ ଅଧିକାରୀ ଓ କର୍ମଚାରୀଙ୍କୁ ଛଡ଼ାଯିବ ବୋଲି କହିଛନ୍ତି ଗ୍ରାମବାସୀ ।

ସୂଚନାଯୋଗ୍ୟ, ବର୍ତ୍ତମାନ ଦୁଧିଆଣି ରେଞ୍ଜ ଅଞ୍ଚଳରେ ୨୭ ଟି ହାତୀ  ଉପଦ୍ରଵ ଜାରି ରହିଥିବା ବେଳେ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ମଧ୍ୟ ୩ ହାତୀଙ୍କ ଉପଦ୍ରଵ ଜାରି ରହିଛି।  ଯାହା ଦ୍ୱାରା  ୫ ଟି ବ୍ଲକର  ୧୦୦ ରୁ ଉର୍ଦ୍ଧ୍ବ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ବର୍ତ୍ତମାନ ରହୁଛନ୍ତି । ସେହିପରି ଗତକାଲି ବିଳମ୍ବିତ ରାତିରେ ଦୁଧିଆଣି ରେଞ୍ଜ ଅନ୍ତର୍ଗତ   ବାର୍ହାପାଣପଶି ଗାଁରେ ହାତୀ ଘର ଭାଙ୍ଗିବା ଦ୍ୱାରା  କାଂଥ ପୋଡି ଜଣେ ବୃଦ୍ଧ ଆହତ ହଇଥିବା ବନ ବିଭାଗ ପକ୍ଷରୁ ସୂଚନା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story