ଚୌଦ୍ୱାର ଜେଲ୍‌ ଗଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ.ଭି ପ୍ରସାଦ

କଟକ (ଓଡ଼ିଶା ରିପୋର୍ଟର): ଚୌଦ୍ୱାର ଜେଲ୍‌ ଗଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ.ଭି ପ୍ରସାଦ। ତାଙ୍କୁ ଆଜି କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟରେ ହାଜର କରାଯାଇଥିଲା। ପରେ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। ଚିଟ୍‌ଫଣ୍ଡ ଠକେଇ ମାମଲାରେ ତାଙ୍କୁ ବିଶାଖାପାଟଣାରୁ ଗତକାଲି ଗିରଫ କରିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(EOW)। ବିଶାଖାପାଟଣାର ପଶ୍ଚିମ ଜୋନ୍‌ର ପୂର୍ବତନ ବିଧାୟକ ଏମ୍‌.ଭି ପ୍ରସାଦ ୱେଲ୍‌ଫେୟାର ଗ୍ରୃପ ଅଫ୍‌ କମ୍ପାନୀ ଖୋଲିଥିଲେ। ଏହି କମ୍ପାନୀ ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼ ପ୍ରମୁଖ ରାଜ୍ୟରେ […]

MV-Prasad

MV-Prasad

Manoranjan Sial
  • Published: Tuesday, 07 September 2021
  • Updated: 07 September 2021, 06:16 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଚୌଦ୍ୱାର ଜେଲ୍‌ ଗଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ.ଭି ପ୍ରସାଦ। ତାଙ୍କୁ ଆଜି କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟରେ ହାଜର କରାଯାଇଥିଲା। ପରେ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। ଚିଟ୍‌ଫଣ୍ଡ ଠକେଇ ମାମଲାରେ ତାଙ୍କୁ ବିଶାଖାପାଟଣାରୁ ଗତକାଲି ଗିରଫ କରିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(EOW)।

ବିଶାଖାପାଟଣାର ପଶ୍ଚିମ ଜୋନ୍‌ର ପୂର୍ବତନ ବିଧାୟକ ଏମ୍‌.ଭି ପ୍ରସାଦ ୱେଲ୍‌ଫେୟାର ଗ୍ରୃପ ଅଫ୍‌ କମ୍ପାନୀ ଖୋଲିଥିଲେ। ଏହି କମ୍ପାନୀ ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼ ପ୍ରମୁଖ ରାଜ୍ୟରେ ଶାଖା ଖୋଲି ଟଙ୍କା ଡବଲ୍‌ ହେବ ଓ ଜମି ଦେବାକୁ କହି ଅର୍ଥ ଆଦାୟ କରିଥିଲା। ୧୨୦୦ କୋଟିରୁ ଅଧିକ ଟଙ୍କା ଆଦାୟ କରିଥିଲା ଏହି କମ୍ପାନୀ। ମାତ୍ର ପରବର୍ତ୍ତୀ ସମୟରେ ଲୋକଙ୍କୁ ଠକିଥିଲା କମ୍ପାନୀ। ଟଙ୍କା ଫେରାଇନଥିଲା। ଏନେଇ ଠକାମୀରେ ଶିକାର ହୋଇଥିବା ସମୀର କୁମାର ସାହୁ EOWରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି EOW ମାମଲା ରୁଜୁ କରିଥିଲା। ସୋମବାର ତଦନ୍ତକାରୀ ଟିମ୍‌ ବିଶାଖାପାଟଣା ଯାଇ ଏମ୍‌. ପ୍ରସାଦଙ୍କ ଘରେ ଚଢ଼ଉ କରିଥିଲା। ତାଙ୍କ ଘରୁ ୪୫ ଲକ୍ଷ ଟଙ୍କା ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା। ଆଜି ତାଙ୍କୁ ଆଣି କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟରେ ହାଜର କରାଇଥିଲା। ଜଣଙ୍କ ଅଭିଯୋଗରେ ତାଙ୍କୁ ଆଜି କୋର୍ଟରେ ହାଜର କରାଯାଇଛି। କୋର୍ଟରେ ହାଜର ପରେ ଏମ୍‌.ଭି ପ୍ରସାଦଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଛି। ମାତ୍ର ତାଙ୍କ ଜାମିନ ଆବେଦନ ଶୁଣାଣିକୁ ସୋମବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ସୋମବାର ଜାମିନ ଆବେଦନ ପାଇଁ ଶୁଣାଣୀ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story