କଂଗ୍ରେସର ହାତ ଛାଡି ବିଜେଡିରେ ମିଶିଲେ ମଂଜୁଳା ମାଝୀ

ଭୁବନେଶ୍ୱର: ବିଜେଡିରେ ସାମିଲ ହୋଇଛନ୍ତି ନବରଙ୍ଗପୁର କଂଗ୍ରେସର ବରିଷ୍ଠ ନେତା ମଂଜୁଳା ମାଝୀ। ନବରଙ୍ଗପୁର ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷା ତଥା କଂଗ୍ରେସର ବରିଷ୍ଠ ନେତା ମଂଜୁଳା ମାଝୀ ନିଜ ସମର୍ଥକଙ୍କ ସହ ଆସି ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି।

bjd

Rakesh Mallick
  • Published: Saturday, 10 June 2017
  • , Updated: 10 June 2017, 12:57 PM IST

Related story