ଆରପାରିରେ ପୂର୍ବତନ ମନ୍ତ୍ରୀ କାର୍ତ୍ତିକ ପ୍ରସାଦ ତରିଆ

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ଆରପାରିରେ ପୂର୍ବତନ ମନ୍ତ୍ରୀ କାର୍ତ୍ତିକ ପ୍ରସାଦ ତରିଆ। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ସେ ଗତ କିଛିଦନ ହେଲା ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ।  ସେଠାରୁ ଫେରିବା ପରେ ସମ୍ୱଲପୁରସ୍ଥିତ ନିଜ ଝିଅ ଘରେ ଥିଲେ। ତେବେ ସେଠି ତାଙ୍କର ପରଲୋକ ହୋଇଯାଇଛି। ୧୯୮୫ ମସିହାରେ ସେ ଜାତୀୟ କଂଗ୍ରେସରୁ ପ୍ରାର୍ଥୀ ହୋଇ ବୀରମହାରାଜପୁର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପୂର୍ବତନ […]

Congress Leader

Congress Leader

Niharika Rout
  • Published: Tuesday, 18 May 2021
  • Updated: 18 May 2021, 05:23 PM IST

Sports

Latest News

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ଆରପାରିରେ ପୂର୍ବତନ ମନ୍ତ୍ରୀ କାର୍ତ୍ତିକ ପ୍ରସାଦ ତରିଆ। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା।

ସେ ଗତ କିଛିଦନ ହେଲା ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ।  ସେଠାରୁ ଫେରିବା ପରେ ସମ୍ୱଲପୁରସ୍ଥିତ ନିଜ ଝିଅ ଘରେ ଥିଲେ। ତେବେ ସେଠି ତାଙ୍କର ପରଲୋକ ହୋଇଯାଇଛି।

୧୯୮୫ ମସିହାରେ ସେ ଜାତୀୟ କଂଗ୍ରେସରୁ ପ୍ରାର୍ଥୀ ହୋଇ ବୀରମହାରାଜପୁର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ମନ୍ତ୍ରୀମଣ୍ଡଳରେ ସେ କିଛି ମାସ ପାଇଁ କୃଷି ଓ ସମବାୟ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। 

ସେ ୧୯୯୦ ମସିହାରେ ସୋନପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ଏବଂ ୨୦୧୪ ମସିହାରେ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ।

ସେ ଏବେ ବୀରମହାରାଜପୁର ଓକିଲ ସଂଘର ସଭାପତି ଥିଲେ। ଏହା ପୂର୍ବରୁ ସେ ୫ ଥର ବୀରମହାରାଜପୁର ଓକିଲ ସଂଘର ସଭାପତି ରହିଥିଲେ। 

ତାଙ୍କ ବିୟୋଗରେ ବୀରମହାରାଜପୁରରେ ଶୋକର ଛାୟା ଖେଳି ଯାଇଥିବାବେଳେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଏବଂ ବ୍ୟକ୍ତି ବିଶେଷ ଶୋକବାର୍ତା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story