କଟକରେ ବୈଜୟନ୍ତଙ୍କ ଚା’ ଖଟି: ଆଗକୁ କ’ଣ କରିବେ ବୋଲି ପଚାରିବାରୁ କହିଲେ ଏମିତି କଥା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ)  ଭୁବନେଶ୍ୱର ପରେ କଟକ। ଗତ ଜୁଲାଇ ମାସରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଭୁବନେଶ୍ୱରରେ ମାଉସୀ ମା’ ମନ୍ଦିର ଛକରେ ନିଜ ସମର୍ଥକଙ୍କ ସହ ‘ହେଇଯାଉ’ ନାଁରେ ଏକ ନିଆରା ଚା’ ଖଟି ଆୟୋଜନ କରି ଚର୍ଚ୍ଚାକୁ ଆସିଥିବା ବେଳେ ଆଜି କଟକରେ ସମାନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଆଜି କଟକରେ ସହିଦ ଭବନ ନିକଟ ସିଏମ୍‌ସି ରୋଡ଼ ଚୌଧୁରୀ ବଜାର ‘ମଙ୍ଗୁଳି ଟି’ ଷ୍ଟଲ୍‌’ରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। […]

DjhKUuYVAAAqnMo

DjhKUuYVAAAqnMo

Rakesh Mallick
  • Published: Wednesday, 01 August 2018
  • Updated: 01 August 2018, 09:22 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ)  ଭୁବନେଶ୍ୱର ପରେ କଟକ। ଗତ ଜୁଲାଇ ମାସରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଭୁବନେଶ୍ୱରରେ ମାଉସୀ ମା’ ମନ୍ଦିର ଛକରେ ନିଜ ସମର୍ଥକଙ୍କ ସହ ‘ହେଇଯାଉ’ ନାଁରେ ଏକ ନିଆରା ଚା’ ଖଟି ଆୟୋଜନ କରି ଚର୍ଚ୍ଚାକୁ ଆସିଥିବା ବେଳେ ଆଜି କଟକରେ ସମାନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।

ଆଜି କଟକରେ ସହିଦ ଭବନ ନିକଟ ସିଏମ୍‌ସି ରୋଡ଼ ଚୌଧୁରୀ ବଜାର ‘ମଙ୍ଗୁଳି ଟି’ ଷ୍ଟଲ୍‌’ରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ବିଭିନ୍ନ  ବର୍ଗର ଲୋକେ ସାମିଲ ହୋଇ ଚା’ ଖଟିର ମଜା ନେଇଥିଲେ। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଲୋକେ ବୈଜୟନ୍ତଙ୍କ ସହ ମତ ବିନିମୟ କରିଥିଲେ। ତେବେ ତାଙ୍କ ଆଗାମୀ କାର୍ଯ୍ୟକ୍ରମ କ’ଣ ରହିବ ସେନେଇ ସବୁ ରାଜନୈତିକ ଦଳର ଫୋକସରେ ଥିବାବେଳେ, ଏନେଇ କିନ୍ତୁ କାର୍ଡ଼ ଖୋଲି ନାହାନ୍ତି ବୈଜୟନ୍ତ।

ଏହି ଅବସରରରେ ସାମ୍ବାଦିକମାନଙ୍କ ପ୍ରଶ୍ନରେ ଉତ୍ତର ଦେଇ ବୈଜୟନ୍ତ କହିଛନ୍ତି ଯେ, କେବଳ ରାଜନୈତିକ ନୁହଁ କଟକର ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି। କଟକ ଏକ ଐତିହାସିକ ସ୍ଥାନ। ଏହାର ଜାଗା କେହି ନେଇପାରିବେ ନାହିଁ। କଟକର ରାଜନୈତିକ ପ୍ରଭାବ ସାରା ଓଡ଼ିଶାରେ ପଡ଼େ।

କଟକରେ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ପ୍ରଶ୍ନ ଉଠିବାରୁ ବୈଜୟନ୍ତ କହିଥିଲେ ଯେ, କେଉଁ ପରିସ୍ଥିତିରେ ମୁଁ ଦଳ ଓ ସାଂସଦ ପଦ ଛାଡ଼ିଛି ତାହା ସମସ୍ତେ ଜାଣିଛନ୍ତି। ସ୍ୱାଭିମାନକୁ ଆଖିରେ ରଖି ମୁଁ ଦଳ ଓ ସାଂସଦ ପଦ ଛାଡ଼ିଛି। ଏବେ ମୁଁ ଲୋକଙ୍କ ସହ ଆଲୋଚନା କରୁଛି,  ମତ ନେଉଛି। ଏହା ମଧ୍ୟ ଗୋଟିଏ ମାଧ୍ୟମ।

ରାଜନୈତିକ କାର୍ଯ୍ୟପନ୍ଥା ନେଇ ଏଯାଏ କିଛି ନିଷ୍ପତ୍ତି ନେଇନାହିଁ ବୋଲି ସେ କହିଛନ୍ତି। ଖୁବଶୀଘ୍ର ମୁଁ ନିଷ୍ପତ୍ତି ନେଲେ ଜଣାଇଦେବି ବୋଲି ସେ କହିଛନ୍ତି।  ସେହିପରି ଏହି କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ବୈଜୟନ୍ତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story