ପୂର୍ବତନ ପୁଲିସ୍‌ ଡିଜି ଏସ୍.ଏନ୍ ତିୱାରୀଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ପୁଲିସ୍‌ ଡିଜି ଏସ୍.ଏନ୍ ତିୱାରୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ  ଆଖି ବୁଜିଛନ୍ତି ପୂର୍ବତନ ପୁଲିସ୍‌ ଡିଜି ତିୱାରୀ ।  ଏସ୍.ଏନ୍ ତିୱାରୀଙ୍କ ପରଲୋକ ନେଇ ତାଙ୍କ ବୋହୂ ଦୀକ୍ଷା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

maxresdefault

maxresdefault

Niharika Rout
  • Published: Wednesday, 05 August 2020
  • Updated: 05 August 2020, 02:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ପୁଲିସ୍‌ ଡିଜି ଏସ୍.ଏନ୍ ତିୱାରୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ  ଆଖି ବୁଜିଛନ୍ତି ପୂର୍ବତନ ପୁଲିସ୍‌ ଡିଜି ତିୱାରୀ ।  ଏସ୍.ଏନ୍ ତିୱାରୀଙ୍କ ପରଲୋକ ନେଇ ତାଙ୍କ ବୋହୂ ଦୀକ୍ଷା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos