ପିଏଙ୍କ ମୃତ୍ୟୁ ଘଟଣା, ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ହତ୍ୟା ମାମଲା

ମାଲକାନଗିରି(ଓଡ଼ିଶା ରିପୋର୍ଟର): ନୂଆ ମୋଡ଼ ନେଇଛି ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣା। ଦେବନାରାୟଣଙ୍କ ମୃତ୍ୟୁର ପ୍ରାୟ ବର୍ଷକ ପରେ ଏବେ ନୂଆ ଘଟଣା ସାମ୍ନାକୁ ଆସିଛି। ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାଁରେ ହତ୍ୟା ମାମଲା ରୁଜୁ କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାମଲା ରୁଜୁ କରିଛି ମାଲକାନଗିରି ପୁଲିସ। IPCର ୩୦୨, ୫୦୬, ୨୦୧, ୨୦୪, ୧୨୦(ବି), ୩୪ରେ ମାମଲା ରୁଜୁ କରାଯାଇଛି। ପ୍ରାୟ ବର୍ଷକ ପୂର୍ବେ ଦେବନାରାୟଣ ପଣ୍ଡାଙ୍କ ମୃତ […]

malkangiri

malkangiri

Tapas Behera
  • Published: Sunday, 15 November 2020
  • Updated: 15 November 2020, 05:37 PM IST

Sports

Latest News

ମାଲକାନଗିରି(ଓଡ଼ିଶା ରିପୋର୍ଟର): ନୂଆ ମୋଡ଼ ନେଇଛି ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣା। ଦେବନାରାୟଣଙ୍କ ମୃତ୍ୟୁର ପ୍ରାୟ ବର୍ଷକ ପରେ ଏବେ ନୂଆ ଘଟଣା ସାମ୍ନାକୁ ଆସିଛି। ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାଁରେ ହତ୍ୟା ମାମଲା ରୁଜୁ କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାମଲା ରୁଜୁ କରିଛି ମାଲକାନଗିରି ପୁଲିସ। IPCର ୩୦୨, ୫୦୬, ୨୦୧, ୨୦୪, ୧୨୦(ବି), ୩୪ରେ ମାମଲା ରୁଜୁ କରାଯାଇଛି।

ପ୍ରାୟ ବର୍ଷକ ପୂର୍ବେ ଦେବନାରାୟଣ ପଣ୍ଡାଙ୍କ ମୃତ ଦେହକୁ ସତୀଗୁଡ଼ା ଡ୍ୟାମରୁ ଉଦ୍ଧାର କରାଯାଥିଲା। ଦେବନାରାୟଣ ପଣ୍ଡା ଅଫିସକୁ ଯାଇ ଆଉ ଫେରିନଥିଲେ । ଏହାପରେ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପରେ ସତୀଗୁଡ଼ା ଡ୍ୟାମ୍ ନିକଟରୁ ଦେବନାରାୟଣ ପଣ୍ଡାଙ୍କ ବାଇକ ଓ ହେଲମେଟ୍ ମିଳିଥିଲା। ଖୋଜାଖୋଜି ପରେ ଡ୍ୟାମ ମଧ୍ୟରୁ ଦେବନାରାୟଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ଅଫିସରଙ୍କ ଚାପ ଯୋଗୁ ଜିଲ୍ଲାପାଳଙ୍କ ପିଏ ଦେବନାରାୟଣଙ୍କ ମୃତ୍ୟୁ ହୋଇଥିବା ସେ ସମୟରେ ଦେବନାରାୟଣ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା ଅଭିଯୋଗ କରିଥିଲେ। ଏହା ପରେ ପରିବାର ଲୋକେ କୋର୍ଟ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story